#ଦୀର୍ଘ_ଦିନର_ଦାବି_ହେବାକୁ_ଯାଉଛି_ପୂରଣ_ଆଲୋକିତ_ହେବ_ଜାତମୁଣ୍ଡିଆ_ସୁବର୍ଣ୍ଣପୁର_ମହାନଦୀ_ସେତୁ
ଏହି ସେତୁ ଦେଇ ପ୍ରତିଦିନ ଶହ ଶହ ଭାରୀଯାନ ଓ ଯାତ୍ରୀବାହୀ ବସ୍ ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଆଠଗଡ଼, ଢେଙ୍କାନାଳ ଓ ତାଳଚେର ଆଦି ଅଞ୍ଚଳକୁ ଯାତାୟାତ କରିଥାଏ। ଏଥିସହ ଉତ୍ତର ବାଙ୍କୀର ୭ଟି ପଞ୍ଚାୟତ ସମେତ ତିଗିରିଆ, ଆଠଗଡ଼ ଓ ବଡ଼ମ୍ବା ବ୍ଲକ୍ର ଲୋକଙ୍କ ପାଇଁ ଏହି ସେତୁ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ। ସେତୁରେ ଆଲୋକୀକରଣ ହେବା ଦ୍ୱାରା ରାତ୍ରିକାଳୀନ ଯାତାୟାତ ଅଧିକ ସୁଗମ ଓ ସୁବିଧାଜନକ ହେବ ବୋଲି ଆଶା କରାଯାଉଛି।
#bridge #setu #sollarLight #electric #charchatv #newsfeed #newsupdate #Breaking
Bhubaneswar M Corp, Khordha | Nov 17, 2026