#ମୁଖ୍ୟମନ୍ତ୍ରୀଙ୍କ_ଭାଷଣକୁ_ନେଇ_ଜିଲ୍ଲା_କଂଗ୍ରେସର_ଦୃଢ଼_ନିନ୍ଦା ll CharchaTv
ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ପିସିସି ପ୍ରଭାରୀ ମୁନ୍ନା ବାବୁ,ପୂର୍ବତନ ସଭାପତି ତଥା ପିସିସି ସାଧାରଣ ସମ୍ପାଦକ ଗୋଵିନ୍ଦ ପାତ୍ର, ଜିଲ୍ଲା କଂଗ୍ରେସ ସଭାପତି G. ଶ୍ରୀନିବାସ ରାଓ ବରିଷ୍ଠ କର୍ମକର୍ତ୍ତାମାନେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ଯବ୍ୟକୁ କଡ଼ା ଭାଷାରେ ବିରୋଧ କରିଛନ୍ତି। ଦଳର ଅଭିଯୋଗ ଅନୁଯାୟୀ, ଗତ ୧୫ ନଭେମ୍ବର ୨୦୨୬ ଦିନ ମାଲକାନଗିରିରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ ଯେଉଁ ମନ୍ତ୍ଯବ୍ୟ ଦିଆଯାଇଥିଲା, ତାହା ଶହୀଦ ସଂଗ୍ରାମୀମାନଙ୍କ ବଳିଦାନକୁ ଅପମାନିତ କରିଛି। ଏହାକୁ ଜିଲ୍ଲା କଂଗ୍ରେସ କୌଣସି ପରିସ୍ଥିତିରେ ମଧ୍ୟ ବରଦାସ୍ତ କରିବ ନାହିଁ ବୋଲି ଚେତାବନୀ ଦେଇଛି।
#newsfeed #charchatv #PoliticalNews #Congress #mohancharanamajhi #BreakingNews #BJPGovernment #Programming #NewsUpdate