ରାଇରଙ୍ଗପୁୁର: ରାଇରଙ୍ଗପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକକୁ ଧକ୍କା ଦେଲା ବାଇକ: ଜଣେ ମୃତ
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୁରୁଣାପାଣି ଠାରେ ନୋ ଏଣ୍ଟ୍ରି ଜୋନରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ । ଦୁର୍ଘଟଣାରେ ତିରିଙ୍ଗ ଥାନା ସୁନାପୋଷି ଗ୍ରାମର ଲଖନ ବାସ୍କେଙ୍କ ମୃତ୍ୟୁ । ରାଞ୍ଚି-ବିଜୟୱାଡା 220 ନମ୍ବର ଜାତୀୟ ରାଜପଥରେ ବଢ଼ୁଛି ସଡ଼କ ଦୁର୍ଘଟଣା ।