ବାରିପଦା ସଦର: ମୟୂରଭଞ୍ଜରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ, ସାଧୁତାର ଶପଥ ନେଲେ ପ୍ରଶାସନିକ ଅଧିକାରୀ
ମୟୂରଭଞ୍ଜ ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ଅବସରରେ ସାଧୁତାର ଶପଥ ପାଠ କରାଯାଇଛି । ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ପ୍ରଶାସନ ପାଇଁ ଜିଲ୍ଲାପାଳଙ୍କ ସମେତ ବହୁ ଅଧିକାରୀ ଏହି ଶପଥ ଗ୍ରହଣ କରିଛନ୍ତି । ଅକ୍ଟୋବର ୨୬ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରାଯାଉଛି ।