Public App Logo
#ଦୁଇ_ଗଞ୍ଜେଇ_ବେପାରୀଙ୍କୁ_କାବୁ_କଲା_ତମଣ୍ଡୋ_ପୋଲିସ ଗିରଫ ଦୁଇ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଖଇରୀଗୁଡ଼ାର ରଞ୍ଜନ ନାୟକ (22) ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁରର ରାହୁଲ ଦଳେଇ (20) ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ସେମାନଙ୍କ ନିକଟରୁ 13.5 kg ଗଞ୍ଜେଇ ଜବତ କରିଛି ପୋଲିସ l #Crimenews #Tamandops #Bhubaneswa - Baudh Sadar News