Public App Logo
Profile Picture

TIK NIK NEWS

@usr30697911
753Followers
0Following
ସମ୍ବଲପୁର ରେ ଅନକାଉଣ୍ଟର
ଥାନା ଭିତରେ ଗିରଫ ଦାବି ଦେଖନ୍ତୁ ଭିଡିଓ 
ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନାର ଘଟଣା I ଅଭିଯୁକ୍ତ କୁ ଛାଡିବା ପଡିଲା ମହଙ୍ଗା I ଘେରାଉ କଲେ ଶତାଧିକ ଲୋକ
ଘଣ୍ଟାପଡା ଥାନାରେ ଶତାଧିକ ଲୋକ ପୋଲିସ କୁ ଘେରିଲେ I ଓ ଅଭିଯୁକ୍ତ କୁ ଗିରଫ ପାଇଁ କଲେ ଦାବି
ମନମୁଣ୍ଡା ପୋଲିସ ପକ୍ଷରୁ ଗଂଜେଇ କାର ଜବତ ମାଫିଆ ଚମ୍ପଟ
Breaking - କଣ୍ଟାମାଳ - ପେଟ୍ରୋଲିଙ୍ଗ ବେଳେ ବଜ୍ରାଘାତ ରେ ଚାଲିଗଲା ଅବକାରୀ କର୍ମଚାରୀଙ୍କ ଜୀବନ l ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଅବକାରୀ ବିଭାଗର  କଣ୍ଟାମାଳ ଅବକାରୀ ଉପ- ନିରୀକ୍ଷକ ପୁରୁଷୋତ୍ତମ ବେଵର୍ତା ଙ୍କ ମୃତ l କଣ୍ଟାମାଳ ବ୍ଲକ ଗୁଚ୍ଛଗୁରା ନିକଟରେ ବଜ୍ରାଘାତର ଶିକାର ହୋଇଥିବା ସୂଚନା l
ଗଂଜେଇ ମାଫିଆ ର ଗାଡି ଧକ୍କାରେ ବୌଦ୍ଧ ପୁରୁଣାକଟକ ଥାନା ଚମ୍ପାପୁର ନିକଟରେ ବାଇକ ଚାଲାକ ମୃତ୍ୟୁ 
ଏପଟେ ରାତି ଦିନ ଗଂଜେଇ ମାଫିଆ ମାନେ କରୁଛନ୍ତି ଗଂଜେଇ ବେପାର କାହାକୁ କରୁନାହାନ୍ତି ଖାତିର
ଡକାୟତି ଯୋଜନା ପଣ୍ଡ 5 ଜଣ ଅପରାଧୀ ଗିରଫ l 
ଅଭିଯୁକ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତମାନେ ନିଶାସକ୍ତ ଅବସ୍ଥାରେ ଥିଲେ ଏବଂ ଲୁଟ୍ ଓ ଡକାୟତି ଉଦ୍ଦେଶ୍ୟରେ ସେଠାରେ ଏକାଠି ହୋଇଥିବା ସ୍ୱୀକାର କରିଥିଲେ। ଯାଞ୍ଚ ବେଳେ ସେମାନଙ୍କ ନିକଟରୁ ଗୋଟିଏ ଲମ୍ବା ତେଲୁଗୁ ଖଣ୍ଡା, ଦୁଇଟି ଲୁହା ରଡ୍, ଗୋଟିଏ ଲୁହା ଚାପଡ଼ ଏବଂ ଆଖିରେ ପକାଇବା ପାଇଁ ରଖିଥିବା ୪ ପ୍ୟାକେଟ୍ ଲଙ୍କାଗୁଣ୍ଡ ଜବତ କରାଯାଇଥିଲା।
ସଂଗୃହୀତ ପ୍ରମାଣ ଆଧାରରେ ଉକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ମୈତ୍ରୀବିହାର ଥାନା ପୋଲିସ ,
XL ଗାଡି ରେ ନେଉଥିଲା ଗଂଜେଇ I ମାଡି ବସିଲା ମନମୁଣ୍ଡା ପୋଲିସ I ବୌଦ୍ଧ ଜିଲ୍ଲା ଶଗଡ଼I ଫାଣ୍ଡି ଅଂଚଳରୁ ଗଂଜେଇ ଗାଡି ସହ ମାଫିଆ ଗିରଫ
ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଗଂଜେଇ ସହ ମାଫିଆ ଗିରଫ
ବୌଦ୍ଧ ବ୍ରିଜଛକ ଠାରେ ହାଇବା ଓ ଟିପ୍ପର ମାଲିକ ସଙ୍ଘ ପକ୍ଷରୁ ସ୍ବର୍ଗତ ରାଜ କିଶୋର ରାଜ ଙ୍କ ବିୟୋଗ ରେ ତାଙ୍କର ଅମର ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ ନିରବପ୍ରାର୍ଥନା କରିଥିଲେ ।  ସେ ଟିପ୍ପର ଆସୋସିଏସନ ର ଫାଉଣ୍ଡର ମେମ୍ବର ମଧ୍ୟ ଥିଲେ ।
କଣ୍ଟାମାଲ 
ଆପଣ 2029ରେ କାହାକୁ ଦେଖିବାକୁ ଚାହୁଁଛନ୍ତି 
1- କହେଁଇ ଚରଣ ଡାଙ୍ଗ 
2-ମହୀଧର ରଣା
କାର ହେଉଥିଳା ଗଂଜେଇ ଚାଲାଣ I ଖବର ପାଇ ମନମୁଣ୍ଡା ପୋଲିସ କଲା ବାରଡୋଳ ନିକଟରେ ଚଢ଼ାଉ ଦୁଇ ମାଫିଆ ସହ ବିପୁଳ ଗଂଜେଇ ଜବତ I ଦେଖନ୍ତୁ ଭିଡିଓ
ମନମୁଣ୍ଡା ପୋଲିସ ପକ୍ଷରୁ ଗଂଜେବ ସହ ଦୁଇ ଗଂଜେଇ ମାଫିଆ ଗିରଫ
ବିରାଟ ନାଗ ସାପ ଉଦ୍ଧାର I ଜଙ୍ଗଲ ରେ ସୁରକ୍ଷିତ ଭାବରେ ଛାଡିଲେ ସାପ ଧରାଳି
ଗଂଜେଇ ଚାଲାଣ ଅଭିଯୋଗ ରେ ମାଫିଆ କୁ ଧରି କୋଟଚାଲାଣ କଲା କଣ୍ଟାମାଲ ପୋଲିସ
ଗଂଜେଇ ଚାଲାଣ ସମୟ ରେ ଚମ୍ପଟ ମାରିଥିବା ମାଫିଆ କୁ ଗିରଫ କଲା କଣ୍ଟାମାଲ. ପୋଲିସ
ଜଙ୍ଗଲ ରେ ଛାଡିଦେଇ ଚାଲିଯାଇଥିବା ଗଜାନନ ଙ୍କ ମୂର୍ତ୍ତି କୁ ବିସର୍ଜନ କରୁଛନ୍ତି ମାଙ୍କଡ଼
ବିସ୍କୁଟ ଖିଆ ପ୍ରତିଯୋଗିତା I ଦେଖନ୍ତୁ ସୁନ୍ଦର ଭିଡିଓ
Breaking - କଣ୍ଟାମାଳ - ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଡ଼ିପଦର ଜଙ୍ଗଲ ନିକଟରେ ଦୁର୍ଘଟଣା l ସାଇକେଲ କୁ ଧକ୍କା ଦେଲା ମୋଟରସାଇକେଲ l ସାଇକେଲ ଚାଳକଙ୍କ ମୃତ୍ୟୁ l ବାଇକ ଚାଳକ କୁ ଧରିବା ପାଇଁ ରାସ୍ତାରୋକ l କଣ୍ଟାମାଳ ଡାକ୍ତରଖାନା ନିକଟରେ ରାସ୍ତାରୋକ l ମୃତକ ହେଲେ ଭଲିଆ ପଦର ଗାଁ ର ଟୁନା ନାଗ l
ପୁଅ କୁ ହରେଇ ଛାତି ପିଟି କାନ୍ଧିଚି ମା I 
କଣ୍ଟାମାଲ ନିକଟରେ ଦୁର୍ଘଟଣା ରେ ଜଣଙ୍କ ମୃତ I
ପୁରୁଣାକଟକ ଥାନା ଲଣ୍ଡ୍ରିଜୋରରୁ ୧୪ କେଜି ୬୫୦ ଗ୍ରାମ ଗଞ୍ଜେଇ ସହ ଦୁଇ ଗିରଫ, ଦୁଇଟି ସ୍କୁଟର ଓ ଗୋଟିଏ ବୁଲେଟ୍ ଜବତ
ଜୟ ପୁର ପୋଲିସ ଦ୍ଵାରା 5ଡକାୟତ ଗିରଫ I ମରଣାସ୍ତ୍ର ଜବତ
Breaking - କଣ୍ଟାମାଳ - ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଡ଼ିପଦର ଜଙ୍ଗଲ ନିକଟରେ ଦୁର୍ଘଟଣା l ସାଇକେଲ କୁ ଧକ୍କା ଦେଲା ମୋଟରସାଇକେଲ l ସାଇକେଲ ଚାଳକଙ୍କ ମୃତ୍ୟୁ l ବାଇକ ଚାଳକ କୁ ଧରିବା ପାଇଁ ରାସ୍ତାରୋକ l କଣ୍ଟାମାଳ ଡାକ୍ତରଖାନା ନିକଟରେ ରାସ୍ତାରୋକ l ମୃତକ ହେଲେ ଭଲିଆ ପଦର ଗାଁ ର ଟୁନା ନାଗ l
ୟଙ୍ଗଷ୍ଟାର କ୍ଳବ ମାଙ୍କଡଛୁଆ ପକ୍ଷରୁ 21ତମ ଗଣେଶପୂଜା ଉପଲକ୍ଷେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ
କଣ୍ଟାମାଲ ଠେଲକୋ ବେଡା ଗ୍ରାମରେ ଏକତ୍ର ହୋଇ ଗ୍ରାମବାସୀ ଖାଇଲେ ନୁଆଁ