Public App Logo
ପୁରୁଣାକଟକ ପୋଲିସର ବଡ଼ ପଦକ୍ଷେପ: ବେଆଇନ ମଦ କାରବାର ଉପରେ ଚଢ଼ାଉ ​ପୁରୁଣାକଟକ ଥାନା ପୋଲିସ ଟିମ୍‌କୁ ମିଳିଛି ବଡ଼ ସଫଳତା। ମାଧପୁର ଗ୍ରାମ ନିକଟରେ ଅବକାରୀ ଚଢ଼ାଉ କରାଯାଇ ୨୦ କିଲୋଗ୍ରାମ ଅବୈଧ ମହୁଲ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି। ​ଏହାସହ ଅଭିଯୁକ୍ତଙ୍କ ନିକଟରୁ ୭ ଲିଟର ଦେଶୀ ମଦ ଜବତ କରାଯାଇଛି। ଅଞ୍ଚଳରେ ବେଆଇନ ମଦ ବ୍ୟବସାୟ ଓ କାରବାରକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଏହି ଚଢ଼ାଉକୁ ଆହୁରି କଡ଼ାକଡ଼ି କରାଯାଉଛି। ​#BoudhNews #OdishaPolice #Purunakataka #CrimeUpdate #ExciseRaid #LawAndOrder #Boudh #Odisha - Baudh Sadar News