Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

News in Baudh Sadar

ବୌଦ୍ଧ ମହାନଦୀ ବ୍ରିଜ୍‌ରୁ ଡେଇଁ ଯୁବକ ନିଖୋଜ
 ଅଗ୍ନିଶମ ବାହିନୀ ଓ ପୋଲିସର ଖୋଜାଖୋଜି ଜାରି
​ବୌଦ୍ଧରୁ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି। କିଆକଟାରୁ ବୌଦ୍ଧ ଆସୁଥିବା ସମୟରେ ମହାନଦୀ ବ୍ରିଜ୍‌ ଉପରୁ ନଦୀକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି।
​ନିଖୋଜ ବ୍ୟକ୍ତି: ଅଗସ୍ତି ସାହୁ
​ବାଙ୍କପାଲ ଗ୍ରାମ, କିଆକଟା ଥାନା (ଅନୁଗୁଳ ଜିଲ୍ଲା)
​ନିଜ ସାନ ପୁଅ ଏବଂ ପୁତୁରାଙ୍କ ସହିତ ବାଇକ୍‌ରେ ବୌଦ୍ଧ ଆସୁଥିବା ବେଳେ, ହଠାତ୍ ବ୍ରିଜ୍ ଉପରେ ଗାଡ଼ି ରଖିବାକୁ କହି ନଦୀକୁ ଡେଇଁ ପଡ଼ିଥିଲେ ଅଗସ୍ତି।
​ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନଦୀରେ ଜଳସ୍ତର ଏବଂ ସ୍ରୋତ ଅଧିକ ରହିଥିବାରୁ ଉଦ୍ଧାର କାର୍ଯ୍ୟରେ କିଛିଟା ଜଟିଳତା ଦେଖାଦେଇଛି।
​#Boudh #MahanadiBridge #Kiakata #OdishaNews #ArgusNews #SearchOperation #boudhupdate

ବୌଦ୍ଧ ମହାନଦୀ ବ୍ରିଜ୍‌ରୁ ଡେଇଁ ଯୁବକ ନିଖୋଜ ଅଗ୍ନିଶମ ବାହିନୀ ଓ ପୋଲିସର ଖୋଜାଖୋଜି ଜାରି ​ବୌଦ୍ଧରୁ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି। କିଆକଟାରୁ ବୌଦ୍ଧ ଆସୁଥିବା ସମୟରେ ମହାନଦୀ ବ୍ରିଜ୍‌ ଉପରୁ ନଦୀକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ​ନିଖୋଜ ବ୍ୟକ୍ତି: ଅଗସ୍ତି ସାହୁ ​ବାଙ୍କପାଲ ଗ୍ରାମ, କିଆକଟା ଥାନା (ଅନୁଗୁଳ ଜିଲ୍ଲା) ​ନିଜ ସାନ ପୁଅ ଏବଂ ପୁତୁରାଙ୍କ ସହିତ ବାଇକ୍‌ରେ ବୌଦ୍ଧ ଆସୁଥିବା ବେଳେ, ହଠାତ୍ ବ୍ରିଜ୍ ଉପରେ ଗାଡ଼ି ରଖିବାକୁ କହି ନଦୀକୁ ଡେଇଁ ପଡ଼ିଥିଲେ ଅଗସ୍ତି। ​ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନଦୀରେ ଜଳସ୍ତର ଏବଂ ସ୍ରୋତ ଅଧିକ ରହିଥିବାରୁ ଉଦ୍ଧାର କାର୍ଯ୍ୟରେ କିଛିଟା ଜଟିଳତା ଦେଖାଦେଇଛି। ​#Boudh #MahanadiBridge #Kiakata #OdishaNews #ArgusNews #SearchOperation #boudhupdate

Baudh Sadar, Boudh (Bauda) | Jul 31, 2026

ମହାନଦୀ ବନ୍ୟା ପାଣିଘେରରେ ପାନିଘରା ଗାଁ: ଜଣେ ଯୁବକ ଗୁରୁତର ଅସୁସ୍ଥ l ଖବର ପାଇ ତତ୍କାଳ ଘଟଣାସ୍ଥଳରେ ପହଞ୍ଚିଲା ବୌଦ୍ଧ ଓଡ୍ରାଫ୍ (ODRAF) ଟିମ୍ , ଅସୁସ୍ଥ ଯୁବକଙ୍କୁ ଉଦ୍ଧାର କରି ଆଠମଲ୍ଲିକ ମେଡିକାଲରେ କରାଗଲା ଭର୍ତ୍ତି  l ଓଡ୍ରାଫ୍ ଟିମ୍‌ର ତ୍ୱରିତ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା

ମହାନଦୀ ବନ୍ୟା ପାଣିଘେରରେ ପାନିଘରା ଗାଁ: ଜଣେ ଯୁବକ ଗୁରୁତର ଅସୁସ୍ଥ l ଖବର ପାଇ ତତ୍କାଳ ଘଟଣାସ୍ଥଳରେ ପହଞ୍ଚିଲା ବୌଦ୍ଧ ଓଡ୍ରାଫ୍ (ODRAF) ଟିମ୍ , ଅସୁସ୍ଥ ଯୁବକଙ୍କୁ ଉଦ୍ଧାର କରି ଆଠମଲ୍ଲିକ ମେଡିକାଲରେ କରାଗଲା ଭର୍ତ୍ତି l ଓଡ୍ରାଫ୍ ଟିମ୍‌ର ତ୍ୱରିତ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା

Baudh Sadar, Boudh (Bauda) | Jul 31, 2026

ବୌଦ୍ଧ ଜିଲ୍ଲାରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ  ତତ୍ପର ପ୍ରଶାସନ l

ବୌଦ୍ଧ ଜିଲ୍ଲାରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ତତ୍ପର ପ୍ରଶାସନ l

Baudh Sadar, Boudh (Bauda) | Jul 30, 2026