Public App Logo
Profile Picture

ପିପିଲି ସତ୍ୟବାଦୀ news

@pipilisatybadinews
1948Followers
20Following
ପିପିଲି: ଅଡଙ୍ଗପଡାରେ ଗାଈ ବନ୍ଧାକୁ ଘଟଣାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମହିଳାଙ୍କୁ ଅଭଦ୍ର ବ୍ୟବହାର କଲା ପଡୋଶୀ ଦିଅର, ଥାନାରେ ମାମଲା ରୁଜ୍ଜୁ
ପିପିଲି: ୩୧୬ ନଂ ଜାତୀୟ ରାଜପଥରେ ଯିବା ବେଳେ କାର ଧକ୍କାରେ ଜଣେ ଦିବ୍ୟାଙ୍ଗ ମୃତ, ଥାନାରେ ମାମଲା ରୁଜୁ
ସତ୍ୟବାଦୀ: ବଳପୁର ପାଣିଟାଙ୍କି ଉପରେ କଣା ଓ ୨ଦିନ ଧରି ପାନୀୟ ଜଳ ଆସୁନଥିବାରୁ ଅଭିଯୋଗ କଲେ ଗ୍ରାମବାସୀ
ପିପିଲି: ବରକେରାରେ ପିଲା ସହ ଗାଡି ଧକ୍କା ଗଣ୍ଡଗୋଳରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ସୋମବାର ଶବ ବ୍ୟବଚ୍ଛେଦ ପାଇଁ ପୁରୀ ମେଡ଼ିକାଲ ପଠାଗଲା
ସତ୍ୟବାଦୀ: ରବିବାର ଦୋକନ୍ଦା ଗ୍ରାମ ମନ୍ଦିରରେ 60 ଚାଷୀ ଙ୍କ ବୈଠକ, ସମସ୍ୟା ର ସମାଧାନ ପାଇଁ କୃଷି ଅଧିକାରୀଙ୍କୁ ଦାବିପତ୍ର ଦେବାକୁ ନିଷ୍ପତି
ପିପିଲି: ପୁରୀ ASP ଓ ପିପିଲି SDPO ଙ୍କ ପିପିଲି ଓ ଡେଲାଙ୍ଗର ସମ୍ବେଦନଶୀଳ ଅଞ୍ଚଳ ପରିଦର୍ଶନ
ସତ୍ୟବାଦୀ: ଶୁକଳ ଛକରୁ ୨୦୦ml ୨୬ଟି ବେଆଇନ ଆସ୍କା 40 ଜବତ,ଥାନାରେ ମାମଲା ରୁଜ୍ଜୁ,ତଦନ୍ତ ଆରମ୍ଭ
ପିପିଲି: ଭୋଟ ବର୍ଜନ ପାଈଁ ଜାତୀୟ ଦଳିତ ମାଇନୋରିଟି ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ,ବ୍ଲକ ଆଗରେ୪ପଞ୍ଚାୟତର୨୦୦ ବାସିନ୍ଦାଙ୍କ ପ୍ରତିବାଦ ପ୍ରଦର୍ଶନ
ପିପିଲି: ବିରାଟ ରଣାସାପ ଯୋଗୁଁ ବାଲିଉପର ଗାଁକୁ ଯାତାୟାତ ବାଧାପ୍ରାପ୍ତ,ଲୋକେ ଭୟଭୀତ,ଲାଗିଲା ପ୍ରବଳ ଭିଡ,ସ୍ନେକହେଲ୍ପ ଲାଇନ ସାପକୁ ଉଦ୍ଧାର କଲା ।
ସତ୍ୟବାଦୀ: ବିଶ୍ୱ ଯକ୍ଷ୍ମା ଦିବସ ଅବ୍ୟବହିତ ପୂର୍ବରୁ ସତ୍ୟବାଦୀରେ ବୁଲୁଛି ଯକ୍ଷ୍ମା ସଚେତନତା ଗାଡି
ସତ୍ୟବାଦୀ: କଣାସ ବ୍ଳକ ସମ୍ମୁଖରେ ୱାର୍ଡ ସଭ୍ୟସଭ୍ୟାଙ୍କ ବିକ୍ଷୋଭ ପ୍ରଦର୍ଶନ, ଯୋଗଦେଲେ୧୫୦ ରୁ ଉର୍ଦ୍ଧ୍ବ ୱାର୍ଡ ସଭ୍ୟ ସଭ୍ୟା
ପିପିଲି: ମହତାବ ଉଚ୍ଚ ବିଦ୍ୟାଳୟ, ଡେଲାଙ୍ଗରେ ନିର୍ବାଚନୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ,ଯୋଗଦେଲେ BDO, ତହସିଲଦାର
ପିପିଲି: ସାମ୍ବାଦିକଙ୍କ ପ୍ରତି ସରକାରଙ୍କ ଅଣଦେଖା ମନୋଭାବ ପ୍ରତିବାଦରେ ଡେଲାଙ୍ଗ ପ୍ରେସକ୍ଳବର BDOଙ୍କୁ ୫ଦଫା ଦାବି ସମ୍ବଳିତ ଦାବି ପତ୍ର ପ୍ରଦାନ
ପିପିଲି: ୬ଦଫା ଦାବି ନେଇ କଳା ବ୍ୟାଚ ପିନ୍ଧି ପିପିଲି ପ୍ରେସ କ୍ଳବ ସାମ୍ବାଦିକଙ୍କ ପିପିଲି ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ
ପିପିଲି: ବେରବୋଇରେ ନୂତନ ରାଧାମୋହନଦେବ ଗ୍ରାମୀଣ ହାଟ ଉଦଘାଟିତ, ୧୫୦ରୁ ଉର୍ଦ୍ଧ୍ବ ଜନତା ଉପସ୍ଥିତ
ପିପିଲି: ଡେଲାଙ୍ଗ-ବ୍ରହ୍ମଗିରି ଭାୟା ଶ୍ରୀପୁରୁଷୋତ୍ତମପୁର,ବିଦିରିପୁର ୭.୯୫୩ କିମି ରାସ୍ତା ପ୍ରଶସ୍ତିକରଣର ଭିତ୍ତିପ୍ରସ୍ତର ଉଦଘାଟିତ
ସତ୍ୟବାଦୀ: ସତ୍ୟବାଦୀ ବ୍ଳକ ସମ୍ମୁଖରେ ପ୍ରାଣୀ ମିତ୍ର,କୃଷି ମିତ୍ରଙ୍କ ଧାରଣା,୨୦୧୯ ରୁ ୨୦୨୪ ଯାଏଁ ଦରମା ନମିଳିବା ପ୍ରତିବାଦରେ ଧାରଣା
ସତ୍ୟବାଦୀ: ପାଣିଭଣ୍ଡାର ଛକରୁ ୪ ଲିଟର ୫୦୦ ମିଲି ଲିଟର ମଦ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ
ପିପିଲି: ଧଉଳି ଖଟୁଆପଡା ଦୟାନଦୀରୁ କଙ୍କାଳ ଉଦ୍ଧାର, ମହିଳା କିମ୍ବା ପୁରୁଷ କଙ୍କାଳ ଅସ୍ପଷ୍ଟ, ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ
ପିପିଲି: ରେଙ୍ଗଳ ଓ ବିଭିନ୍ନ ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ଧାର୍ମିକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଲେ ପିପିଲି ବିଧାୟକ
ପୁରୀ ମ୍ୟୁନିସିପାଲଟି: ବୁଧବାର ବିରପ୍ରତାପ ପୁର ଛକରେ ଦୁର୍ଘଟଣାରେ ଆହତ ବ୍ୟକ୍ତି ପୁରୀ ବଡ଼ଡାକ୍ତରଖାନାରେ ଭର୍ତ୍ତି, ବାଇକ ଥାନାରେ ଅଟକ
ବ୍ରହ୍ମଗିରି: ବୁଧବାର ବ୍ରହ୍ମଗିରି ରାସ୍ତାରେ ପଡିଯିବାରୁ ଯୁବକଙ୍କୁ ମାରିଲେ ସୁପରଭାଇଜର ଓ ଠିକାଦାର, ବ୍ରହ୍ମଗିରି ଥାନାରେ ମାମଲା ରୁଜ୍ଜୁ
କାକଟପୁର: ବୁଧବାର ବଉରିଆକଣ ଠାରେ ଟଙ୍କା ନଦେଇ ଘରେ ପଶି ଗାଳିଗୁଲଜ କରିବା ଘଟଣାରେ କାକଟପୁର ଥାନାରେ ମାମଲା ରୁଜ୍ଜୁ
ସତ୍ୟବାଦୀ: ବୁଧବାର କଣାସ ବ୍ଲକ ଛକରେ ଦୁର୍ଘଟଣାରେ ଆହତ ବ୍ୟକ୍ତି କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
ସତ୍ୟବାଦୀ: ବୁଧବାର ସତ୍ୟବାଦୀ ଟ୍ରେନ ଲାଇନ କ୍ରସିଂ ପାଖରେ ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର,ଆହତ ଡ୍ରାଇଭର ସତ୍ୟବାଦୀ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି