ଶନିବାର ଅପରାହ୍ନ ୪ଘଟିକା ସମୟରେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକର ସମସ୍ତ ଗ୍ରାମପଂଚାୟତ ୱାର୍ଡ ସଭ୍ୟ ସଭ୍ୟା ମାନଙ୍କୁ ନେଇ ବିଭିନ୍ନ ଦଫା ଦାବି ସମ୍ବଳିତ ବିକ୍ଷୋଭ କଣାସ ବ୍ଲକ ଅଫିସ ସମ୍ମୁଖରେ ପ୍ରଦର୍ଶିତ ହୋଇଯାଇଛି , ଏହି କାର୍ଯ୍ୟକ୍ରମ ରେ କଣାସ ବ୍ଳକ ର ସମସ୍ତ ଗ୍ରାମପଞ୍ଚାୟତ ର ୧୫୦ରୁ ଉର୍ଦ୍ଧ୍ବ ୱାର୍ଡ ସଭ୍ୟ ଉପସ୍ଥିତ ରହି ଥିବାର ସୂଚନା ହସ୍ତଗତ ହୋଇଛି ।