ପିପିଲି: ଡେଲାଙ୍ଗ-ବ୍ରହ୍ମଗିରି ଭାୟା ଶ୍ରୀପୁରୁଷୋତ୍ତମପୁର,ବିଦିରିପୁର ୭.୯୫୩ କିମି ରାସ୍ତା ପ୍ରଶସ୍ତିକରଣର ଭିତ୍ତିପ୍ରସ୍ତର ଉଦଘାଟିତ
Pipili, Puri | Mar 15, 2024 ଶୁକ୍ରବାର ଦିନ ୨ଟା ୩୦ ମିନିଟ ସମୟରେ ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେଲାଙ୍ଗ ବ୍ଲକ ନିକଟସ୍ଥ ଡେଲାଙ୍ଗ-ବ୍ରହ୍ମଗିରି ଭାୟା ଶ୍ରୀପୁରୁଷୋତ୍ତମପୁର,ବିଦିରିପୁର ଠାରୁ ଡେଲାଙ୍ଗ ପଟ୍ଟନାଇକିଆ ରାସ୍ତା 7.953କିମି ରାସ୍ତାର ପ୍ରଶସ୍ତିକରଣର ନୂତନ ଭିତ୍ତିପ୍ରସ୍ତର ଉଦଘାଟନ କରିଛନ୍ତି ପିପିଲି ବିଧାୟକ । ଏହି ପରିପ୍ରେକ୍ଷୀରେ ଡେଲାଙ୍ଗ ବ୍ଲକ ଅଧକ୍ଷ।, ଉପାଧ୍ୟାକ୍ଷ , ଜିଲ୍ଲା ପରିଷଦ , ବ୍ଲକ ସଭାପତି,ସମସ୍ତ ସରପଞ୍ଚ, ୱାର୍ଡ ମେମ୍ବର ଏବଂ ପ୍ରାୟ ୨୫୦ରୁ ଉର୍ଦ୍ଧ୍ବ ଜନତା ଉପସ୍ଥିତ ରହିଥିବାର ସୂଚନା ହସ୍ତଗତ ହୋଇଛି ।