ପିପିଲି: ମହତାବ ଉଚ୍ଚ ବିଦ୍ୟାଳୟ, ଡେଲାଙ୍ଗରେ ନିର୍ବାଚନୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ,ଯୋଗଦେଲେ BDO, ତହସିଲଦାର
ଶନିବାର ଦିନ ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେଲାଙ୍ଗ ବ୍ଳକ ମହତାବ ଉଚ୍ଚ ବାଳକ ବିଦ୍ୟାଳୟରେ ଦୁଇ ଦିନିଆ ନିର୍ବାଚନୀ ପ୍ରଶିକ୍ଷଣ ୨୦୨୪ର ଆଜି ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ତହସିଲଦାର, BDO କ୍ଷିତିଶ ବେହେରା,ABDO,GPO ସ୍ୱାସ୍ଥ୍ୟ ଅଧିକାରୀ,PEO,GRS,CRCC, ସମସ୍ତ ବିଦ୍ୟାଳୟର ପ୍ରଦାନ ଶିକ୍ଷକ ଉପସ୍ଥିତ ରହି ଆଗକୁ ନିର୍ବାଚନୀ ପ୍ରକ୍ରିୟା ଆଚରଣ ବିଧି,ବ୍ଲକ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ପ୍ରଶିକ୍ଷକମାନଙ୍କୁ ଭୋଟପ୍ରଣାଳୀ, polling ଅଫିସରଙ୍କ କର୍ତ୍ତବ୍ୟ ବିଷୟରେ ଆଲୋଚନା କରାଯାଇଛି