ଶନିବାର ଦିନ ୩ ଘଟିକାରେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶୁକଳ ଛକରୁ ବେଆଇନ ଆସ୍କା 40 ମଦ ଜବତ ଘଟଣାରେ ସତ୍ୟବାଦୀ ଥାନା asi ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିଲେ ,ତେବେ ସୂଚନାଯୋଗ୍ୟ କି ଗତ ବୁଧବାର ଦିନ ସତ୍ୟବାଦୀ ଥାନା asi ବିଭୀଷଣ ମାଝୀ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ କି ଶୁକଳ ଛକ ରେ ଜନୈକ ଯୁବକ ବେଆଇନ ମଦ ବେପାର କରୁଛି । ସଙ୍ଗେ ସଙ୍ଗେ ଷ୍ଟାଫ ନେଇ asi ମାଝୀ ଘଟଣାସ୍ଥଳରେ ତଦନ୍ତ କରିବାରେ ଏକ ଦୋକନଭିତରୁ ସମୁଦାୟ 26 ଟି 200 ml ବିଶିଷ୍ଟ ଆସ୍କା 40 ଜବତ କରି ଦୋକାନୀକୁ ଥାନାରେ ଅଟକ ରଖିବା ପରେ ୮୮/୨୪ରେ ଏକ ମାମଲା ରୁଜ୍ଜୁ ।