Public App Logo
Profile Picture

Bhadrak Khabar

@bhadrak_khabar
9117Followers
2Following
ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପୋଲିସ ଦ୍ବାରା ଜବତ ହେଲା 1.5 ଲକ୍ଷ ଟଙ୍କାର ବେଆଇନ ବାଣ
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ "ସେବା ପକ୍ଷ" ଅବସରରେ ଆଜି ଭଦ୍ରକ ବିଧାୟକଙ୍କ କାର୍ଯ୍ୟାଳୟରେ  ରକ୍ତଦାନ ଶିବିର ଅନୁଷ୍ଠିତ
ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ
ଭଦ୍ରକ ଗ୍ରାମାଞ୍ଚଳ: ଆଜି ବରପଦା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ‘ସୁସ୍ଥ ନାରୀ ସଶକ୍ତ ପରିବାର’ଅଭିଯାନ ଅନୁଷ୍ଠିତ। ଯୋଗଦେଲେ ସଦର ବିଧାୟକ
ଭଦ୍ରକ ଗ୍ରାମାଞ୍ଚଳ: ସେବା ସପ୍ତାହ ପାଳନ ଅବସରରେ ଏରେଇ ଠାରେ ବିଜେପି ପକ୍ଷରୁ ଆଜି ସ୍ୱଚ୍ଛ ଭାରତ କାର୍ଯ୍ଯକ୍ରମ ଅନୁଷ୍ଠିତ
ଭଦ୍ରକ ଗ୍ରାମାଞ୍ଚଳ: ଆଜି ଲୁଣିଆ ଠାରେ ଶହୀଦ ସ୍ମୃତିସ୍ତମ୍ଭରେ ମାଲ୍ୟାର୍ପଣ ସହ  ତିଳ ତର୍ପଣ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ
ଭଦ୍ରକ ଗ୍ରାମାଞ୍ଚଳ: ଆଜି ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜି. ଏସ. ଟି ସଂସ୍କାର ଓ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ଅନୁଷ୍ଠିତ। ମନ୍ତ୍ରୀଙ୍କ ଯୋଗଦାନ
ଭଦ୍ରକ ଗ୍ରାମାଞ୍ଚଳ: ଜାମ୍ବଣୀ ଠାରେ ବିଶ୍ରାମ ଗୃହ ଉଦ୍ଘାଟନ କଲେ ବିଧାୟକ
ଭଦ୍ରକ ଗ୍ରାମାଞ୍ଚଳ: ଡାହାଣୀଗଢ଼ିଆ ସ୍ଥିତ ଭଦ୍ରକ ଟ୍ରକ ଓନର୍ସ ସିଣ୍ଡିକେଟ  ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ।ପ୍ରତିକ୍ରିୟା ରଖିଲେ ସଭାପତି।
ଭଦ୍ରକ ଗ୍ରାମାଞ୍ଚଳ: ବାସୁଦେବପୁର ଅଟଳ ବିହାରୀ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକଙ୍କ ନାମରେ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଛାତ୍ର
ଭଦ୍ରକ ଗ୍ରାମାଞ୍ଚଳ: ଜୈନକ ମହିଳାଂକୁ ବନ୍ତ ତହସିଲ ଦେଉନି ଜାତିଗତ ପ୍ରମାଣ ସାର୍ଟିଫିକେଟ ।ବେଲଦା ଠାରେ ଅଭିଯୋଗ ଆଣିଲେ ସ୍ବାମୀ
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ପୁରୁଣା ମେଡିକାଲ୍ କୁ ସିଟି ହସ୍ପିଟାଲ ଦାବିରେ ସଦର ଠାରେ ସାମ୍ୱାଦିକ ସମ୍ମିଳନୀ। ପ୍ରତିକ୍ରିୟା ରଖିଲେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ
ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲାପାଳ ଭଦ୍ରକଙ୍କ ଅଧ୍ୟକ୍ଷତାରେ ସଶକ୍ତ ନାରୀ,ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନ୍ତର୍ଗତ ରକ୍ତଦାନ ପକ୍ଷ ପାଳନ ସମ୍ପର୍କିତ ବୈଠକ ଅନୁଷ୍ଠିତ
ଭଦ୍ରକ ଗ୍ରାମାଞ୍ଚଳ: ବିଭିନ୍ନ ସମସ୍ୟା ନେଇ ବ୍ଲକ ଠାରେ ଭଣ୍ଡାରିପୋଖରୀ ବିଡ଼ିଓଙ୍କୁ ଘେରିଲେ ଶତାଧିକ ମହିଳା
ଭଦ୍ରକ ଗ୍ରାମାଞ୍ଚଳ: ସ୍ୱର୍ଗତ ବିଷ୍ଣୁ ସେଠୀ ଙ୍କ ସ୍ମୃତି ଚାରଣ ସଭା ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ, ରାଜ୍ୟ ସଭାପତିଙ୍କ ସମେତ ସାଂସଦ ଓ ବିଧାୟକଙ୍କ ଯୋଗଦାନ
ଭଦ୍ରକ ଗ୍ରାମାଞ୍ଚଳ: ପୁଣି ଚରମ୍ପାରେ ଫୁଟିଲା ପେଟ୍ରୋଲ ବୋମା।ଘଟଣାସ୍ଥଳରେ ଟାଉନ ପୁଲିସ ର ତଦନ୍ତ ଜାରୀ ଥିବା ବେଳେ ଲୋକେ ଆତଙ୍କିତ
ଭଦ୍ରକ ଗ୍ରାମାଞ୍ଚଳ: ଆଜି ଅବକାରୀ ଅଧିକ୍ଷକ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଧେଶ କ୍ରମେ ବିଭିନ୍ନ ଯାଗା ରୁ ବ୍ରାଉନସୁଗାର,ଗଞ୍ଜେଇ ସହ ଏକ ଗାଡ଼ି ଜବତ 3 ଗିରଫ
ଭଦ୍ରକ ଗ୍ରାମାଞ୍ଚଳ: ତରାଗୋ  ବିଜେପି ପକ୍ଷରୁ ତରାଗୋ ଠାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ। ପ୍ରତିକ୍ରିୟା ରଖିଲେ ଜୟନ୍ତ ଦାଶ
ଭଦ୍ରକ ଗ୍ରାମାଞ୍ଚଳ: ପ୍ରଧାନମନ୍ତ୍ରୀଙ୍କ ଙ୍କ ଜନ୍ମ ଦିବସ ଅବସରରେ  ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ  ଧାମରାଇ ମଣ୍ଡଳ ଜାଗୁଳା ହାଇସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ
ଭଦ୍ରକ ଗ୍ରାମାଞ୍ଚଳ: ଚରମ୍ପା ପଥରଆଡ଼ି ଅଞ୍ଚଳର ଗୋଟେ ଭଡ଼ାଘରୁ ଚଞ୍ଚକତାର ସହିତ କେହି ଦୂବୃର୍ତ୍ତ ଘରେ ପଶି ଲୁଟ୍ କରିଥିବା ଅଭିଯୋଗ।
ଭଦ୍ରକ ଗ୍ରାମାଞ୍ଚଳ: ସଦର ଠାରେ ସୋଲାର ପ୍ରକଳ୍ପକୁ ଉଦ୍ଘାଟନ କଲେ ଜିଲ୍ଲାପାଳଙ୍କ ସମେତ ସାଂସଦ। ପ୍ରତିକ୍ରିୟା ରଖିଲେ ସାଂସଦ
ଭଦ୍ରକ ଗ୍ରାମାଞ୍ଚଳ: ପୌରପାଳିକା ୧୧ ନମ୍ବର ୱାର୍ଡ଼ ବାସିନ୍ଦା ସ୍ୱର୍ଗତ ନାରାୟଣ ଚନ୍ଦ୍ର ପଣ୍ଡାଙ୍କ ସ୍ମୃତି ଚାରଣ ସଭା ରେ ଯୋଗଦେଲେ ବିଧାୟକ
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକାଳୀ ଓ ସିଦ୍ଧି ବିନାୟକ ମନ୍ଦିର ପରିଦର୍ଶନ କଲେ ମନ୍ତ୍ରୀ ଙ୍କ ସମେତ ବିଧାୟକ
ଭଦ୍ରକ ଗ୍ରାମାଞ୍ଚଳ: ତିହିଡି ବଜାର ଠାରେ ଗୃହନଗର ଉନ୍ନୟନ ମନ୍ତ୍ରୀ ଙ୍କୁ ବିପୁଳ ମାତ୍ରା ରେ ସ୍ଵାଗତ ସମ୍ବର୍ଧନା ଜଣାଇଲେ ଶୁଭେଚ୍ଛୁ ମାନେ
ଭଦ୍ରକ ଗ୍ରାମାଞ୍ଚଳ: ଭଣ୍ଡାରି ପୋଖରୀ ଥାନା ଅନ୍ତର୍ଗତ ଥଇଳା ଗ୍ରାମରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଲେ ମହିଳା