Public App Logo
Jansamasya
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah

ଭଦ୍ରକ ଗ୍ରାମାଞ୍ଚଳ: ଆଜି ଅବକାରୀ ଅଧିକ୍ଷକ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଧେଶ କ୍ରମେ ବିଭିନ୍ନ ଯାଗା ରୁ ବ୍ରାଉନସୁଗାର,ଗଞ୍ଜେଇ ସହ ଏକ ଗାଡ଼ି ଜବତ 3 ଗିରଫ

Bhadrak Rural, Bhadrak | Sep 18, 2025
ଆଜି ଅବକାରୀ ଅଧିକ୍ଷକ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଭ୍ରାମ୍ୟମାଣ ଇନ୍ସପେକ୍ଟର ସୁଶ୍ରୀ ସଙ୍ଗୀତା ମହାନ୍ତିଙ୍କ ତତ୍ତ୍ଵାବଧାନରେ ସ୍ଵତନ୍ତ୍ର ଏକ ଟିମ୍ ଗଠନ କରି ବନ୍ତ ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ବିଶେଷ ସୁତ୍ରରୁ ଖବର ପାଇ ରାନ୍ଦିଆ ବେଦାନ୍ତ ଫେକର୍ ନିକଟରୁ ୩୦ ଗ୍ରାମର ବ୍ରାଉନ ସୁଗାର୍ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଥିଲେ। ସେଇପରି ଅନ୍ୟ ଯାଗା ରୁ ମଧ୍ଯ ଗଞ୍ଜେଇ ଜବତ କରିଥିବା ଦେଖିବାକୁ ମିଳିଛି। ତେବେ ମୋଟ୍ 3 ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ଆଜି ଅବକାରୀ ଅଧିକ୍ଷକ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଧେଶ କ୍ରମେ ବିଭିନ୍ନ ଯାଗା ରୁ ବ୍ରାଉନସୁଗାର,ଗଞ୍ଜେଇ ସହ ଏକ ଗାଡ଼ି ଜବତ 3 ଗିରଫ - Bhadrak Rural News