Public App Logo
Jansamasya
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath

ଭଦ୍ରକ ଗ୍ରାମାଞ୍ଚଳ: ସ୍ୱର୍ଗତ ବିଷ୍ଣୁ ସେଠୀ ଙ୍କ ସ୍ମୃତି ଚାରଣ ସଭା ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ, ରାଜ୍ୟ ସଭାପତିଙ୍କ ସମେତ ସାଂସଦ ଓ ବିଧାୟକଙ୍କ ଯୋଗଦାନ

Bhadrak Rural, Bhadrak | Sep 19, 2025
ସ୍ୱର୍ଗତ ବିଷ୍ଣୁ ସେଠୀ ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ। ଯୋଗଦେଲେ ସାଂସଦ ଙ୍କ ସମେତ ବିଧାୟକ ଓ ବିଜେପି ରାଜ୍ୟ ସଭାପତି। ମହାନ୍ ଜନନେତା ସ୍ବର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ଆଜି ତୃତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଭଦ୍ରକ ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭଗବାନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ସ୍ମୃତି ଚାରଣ ସଭା ଆୟୋଜିତ ହୋଇ ଯାଇଛି । ଉକ୍ତ ସଭାରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ, ଭଦ୍ରକ ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସିତାଂଶୁ ଶେଖର ମହାପାତ୍ର ପ୍ରମୁଖ ଯୋଗ ଦେଇଛନ୍ତି।

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ସ୍ୱର୍ଗତ ବିଷ୍ଣୁ ସେଠୀ ଙ୍କ ସ୍ମୃତି ଚାରଣ ସଭା ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ, ରାଜ୍ୟ ସଭାପତିଙ୍କ ସମେତ ସାଂସଦ ଓ ବିଧାୟକଙ୍କ ଯୋଗଦାନ - Bhadrak Rural News