Public App Logo
Jansamasya
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath

ଭଦ୍ରକ ଗ୍ରାମାଞ୍ଚଳ: ଚରମ୍ପା ପଥରଆଡ଼ି ଅଞ୍ଚଳର ଗୋଟେ ଭଡ଼ାଘରୁ ଚଞ୍ଚକତାର ସହିତ କେହି ଦୂବୃର୍ତ୍ତ ଘରେ ପଶି ଲୁଟ୍ କରିଥିବା ଅଭିଯୋଗ।

Bhadrak Rural, Bhadrak | Sep 17, 2025
ଚରମ୍ପା ପଥରଆଡ଼ି ଅଞ୍ଚଳର ଗୋଟେ ଭଡ଼ାଘରୁ ଚଞ୍ଚକତାର ସହିତ କେହି ଦୂବୃର୍ତ୍ତ ଘରେ ପଶି ଲୁଟ୍ କରିଥିବା ଦେଖିବାକୁ ମିଳିଛି।।କବାଟ ଆଉଜେଇ ଦେଇ ତଳକୁ ଯାଇଥିବା ଅବସ୍ଥାରେ ଚୋରି ହୋଇଥିବା ବେଳେ ଦିନ ଦ୍ଵି ପ୍ରହରରେ ଏମିତି ଚୋରି ନେଇ ଅଭିଯୋଗ ହୋଇଛି। ତେବେ ଥାନାରେ ଏତଲା ପରେ ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

MORE NEWS