Public App Logo
Jansamasya
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire

ଭଦ୍ରକ ଗ୍ରାମାଞ୍ଚଳ: ବିଭିନ୍ନ ସମସ୍ୟା ନେଇ ବ୍ଲକ ଠାରେ ଭଣ୍ଡାରିପୋଖରୀ ବିଡ଼ିଓଙ୍କୁ ଘେରିଲେ ଶତାଧିକ ମହିଳା

Bhadrak Rural, Bhadrak | Sep 19, 2025
ଭଣ୍ଡାରିପୋଖରୀ ବିଡ଼ିଓଙ୍କୁ ଘେରିଲେ ଶତାଧିକ ମହିଳା*ତେବେ ବିଭିନ୍ନ ସମସ୍ୟା ନେଇ ମହିଳା ମାନେ ଏକାଠି ହୋଇଥିବା ବେଳେ ତାଙ୍କୁ ଅଣଦେଖା କରି ତାଙ୍କ କଥା ନ ବୁଝିବା କାରଣରୁ ଏହାକୁ ପ୍ରତିବାଦ କରି ବିଡ଼ିଓ ଙ୍କୁ ଘେରିଥିବା ଦେଖିବାକୁ ମିଳିଛି । ତେବେ ଏଥିରେ ଏକ ସହ ରୁ ଅଧିକ ମହିଳା ସାମିଲ ହୋଇଥିବା ଦେଖିବାକୁ ମିଳିଛି।

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ବିଭିନ୍ନ ସମସ୍ୟା ନେଇ ବ୍ଲକ ଠାରେ ଭଣ୍ଡାରିପୋଖରୀ ବିଡ଼ିଓଙ୍କୁ ଘେରିଲେ ଶତାଧିକ ମହିଳା - Bhadrak Rural News