Public App Logo
Jansamasya
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath

ଭଦ୍ରକ ଗ୍ରାମାଞ୍ଚଳ: ଆଜି ବରପଦା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ‘ସୁସ୍ଥ ନାରୀ ସଶକ୍ତ ପରିବାର’ଅଭିଯାନ ଅନୁଷ୍ଠିତ। ଯୋଗଦେଲେ ସଦର ବିଧାୟକ

Bhadrak Rural, Bhadrak | Sep 22, 2025
ଆଜି ବରପଦା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନରେ ସାମିଲ ହେଲେ ସଦର ବିଧାୟକ ସିତାଂଶୁ ମହାପାତ୍ର।ଏହ ଅଭିଯାନରେ ମା’ମାନଙ୍କ ଏବଂ କିଶୋରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ପୌଷ୍ଟିକ ଖାଦ୍ୟ, ସ୍ୱସ୍ଥ ଜୀବନଶୈଳୀ,ମାସିକ ସ୍ୱଚ୍ଛତା ଓ ମାନସିକ ସୁସ୍ଥତା ବିଷୟରେ ବିଶେଷ ସଚେତନତା ଦିଆ ଯାଇଥିବା ଦେଖିବାକୁ ମିଳିଛି।ନାରୀ ସୁସ୍ଥ ହେଲେ ପରିବାର ସୁସ୍ଥ। ପରିବାର ସୁସ୍ଥ ହେଲେ ସମାଜ ସଶକ୍ତ। ସମାଜ ସଶକ୍ତ ହେଲେ ଦେଶ ସମୃଦ୍ଧ ବୋଲି କହିଛନ୍ତି ବିଧାୟକ।

MORE NEWS