Public App Logo
Jansamasya
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକାଳୀ ଓ ସିଦ୍ଧି ବିନାୟକ ମନ୍ଦିର ପରିଦର୍ଶନ କଲେ ମନ୍ତ୍ରୀ ଙ୍କ ସମେତ ବିଧାୟକ

Bhadrak Rural, Bhadrak | Sep 16, 2025
ଭଦ୍ରକାଳୀ ଓ ସିଦ୍ଧି ବିନାୟକ ମନ୍ଦିର ପରିଦର୍ଶନ କଲେ ମନ୍ତ୍ରୀ ଙ୍କ ସମେତ ବିଧାୟକ।ଜଗତ-ଜନନୀ, ସନାତନ ପରମ୍ପରାର ପାଳିକା, ଆସ୍ଥା, ଭକ୍ତି ଓ ଶକ୍ତିର ପ୍ରତୀକ ଶକ୍ତିସ୍ଥଳୀ ମା ଭଦ୍ରାକାଳୀ ପୀଠରେ ଏବଂ ଅଗ୍ରପୂଜ୍ୟ, ଆସ୍ଥା ଓ ସଫଳତାର ପ୍ରତୀକ ସିଦ୍ଧି ବିନାୟକ ମନ୍ଦିରରେ ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଶ୍ରୀ Krushna Chandra Mohapatra ଙ୍କ ସମେତ ରାଜ୍ୟ ବିଜେପି ସଭାପତି ଓ ଭଦ୍ରକ ବିଧାୟକ ଦର୍ଶନ କରି ଭଦ୍ରକବାସୀଙ୍କ ମଙ୍ଗଳ, ସମୃଦ୍ଧି, ସୁଖ-ଶାନ୍ତି ଓ ଶାଶ୍ୱତ କଳ୍ୟାଣର କାମନା କରିଥିବା ଦେଖିବାକୁ ମିଳିଛି।

MORE NEWS