ଭଦ୍ରକ ଗ୍ରାମାଞ୍ଚଳ: ଜୈନକ ମହିଳାଂକୁ ବନ୍ତ ତହସିଲ ଦେଉନି ଜାତିଗତ ପ୍ରମାଣ ସାର୍ଟିଫିକେଟ ।ବେଲଦା ଠାରେ ଅଭିଯୋଗ ଆଣିଲେ ସ୍ବାମୀ
ବନ୍ତ ତହସିଲ ଦେଉନି ଜାତିଗତ ପ୍ରମାଣ ସାର୍ଟିଫିକେଟ। ବେଲଦା ଠାରେ ଅଭିଯୋଗ ଆଣିଲେ ବ୍ୟକ୍ତି। ତେବେ ବାରମ୍ବାର ସାର୍ଟିଫିକେଟ ଆବେଦନ କରି ନିରାଶ ହୋଇଛନ୍ତି ଗଣେଶ ଙ୍କ ସ୍ତ୍ରୀ। ଯାହା ପାଇଁ ବହୁତ୍ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ମହିଳା ତେବେ ଶୁଣନ୍ତୁ କଣ କହୁଛନ୍ତି ମହିଳାଙ୍କ ସ୍ଵାମୀ ।