ତେବେ ଭଦ୍ରକ ମେଡିକାଲ୍ ନୂତନ ଭାବେ ଗେଲପୁର କୁ ସ୍ଥାନାନ୍ତର ହେବା ଫଳରେ ପୁରୁଣା ମେଡିକାଲ୍ ଏବେ ପାଲଟିଛି ଆଡା ସ୍ଥଳୀ। ତେଣୁ ଏହାକୁ ସରକାର ସିଟି ହସ୍ପିଟାଲ୍ କରିବା ପାଇଁ ଦାବୀ କରୁଛନ୍ତି ସମସ୍ତେ। ଏହାକୁ ନେଇ ଆଜି ସଦର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଯଥାଶୀଘ୍ର ସିଟି ହସ୍ପିଟାଲ୍ ମାନ୍ୟତା ଦେବାକୁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ଜୋର୍ ଧରିଛି। ତେବେ ଶୁଣନ୍ତୁ କଣ କହୁଛନ୍ତି ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ।