Public App Logo
Jansamasya
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath

ଭଦ୍ରକ ଗ୍ରାମାଞ୍ଚଳ: ତିହିଡି ବଜାର ଠାରେ ଗୃହନଗର ଉନ୍ନୟନ ମନ୍ତ୍ରୀ ଙ୍କୁ ବିପୁଳ ମାତ୍ରା ରେ ସ୍ଵାଗତ ସମ୍ବର୍ଧନା ଜଣାଇଲେ ଶୁଭେଚ୍ଛୁ ମାନେ

Bhadrak Rural, Bhadrak | Sep 16, 2025
ଗୃହନଗର ଉନ୍ନୟନ ମନ୍ତ୍ରୀ ଙ୍କୁବିପୁଳ ମାତ୍ରା ରେ ସ୍ଵାଗତ ସମ୍ବର୍ଧନା ଜଣାଇଲେ ଶୁଭେଚ୍ଛୁ ମାନେ।ଆଜି ତିହିଡି ବଜାରର ଜନସାଧାରଣ ଙ୍କ ଦ୍ୱାରା ମାନ୍ୟବର ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କ ସମେତ ବିଧାୟକ ସିତାଂସୁ ଶେଖର ମହାପାତ୍ର ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରଯାଇଥିବା ଦେଖିବାକୁ ମିଳିଛି।ତେବେ ଏକ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଯାଉଥିବା ବେଳେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିବା ଦେଖିବାକୁ ମିଳିଛି।

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ତିହିଡି ବଜାର ଠାରେ ଗୃହନଗର ଉନ୍ନୟନ ମନ୍ତ୍ରୀ ଙ୍କୁ ବିପୁଳ ମାତ୍ରା ରେ ସ୍ଵାଗତ ସମ୍ବର୍ଧନା ଜଣାଇଲେ ଶୁଭେଚ୍ଛୁ ମାନେ - Bhadrak Rural News