Public App Logo
Jansamasya
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath

ଭଦ୍ରକ ଗ୍ରାମାଞ୍ଚଳ: ଭଣ୍ଡାରି ପୋଖରୀ ଥାନା ଅନ୍ତର୍ଗତ ଥଇଳା ଗ୍ରାମରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଲେ ମହିଳା

Bhadrak Rural, Bhadrak | Sep 16, 2025
ବିଦ୍ୟୁତ୍ ଆଘାତ ରେ ଚାଲିଗଲା ମହିଳାଙ୍କ ଜୀବନ। ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଅନ୍ତର୍ଗତ ଥଇଳା ଗ୍ରାମରେ ଘଟିଛି ଏମିତି ଅଘଟଣ। ତେବେ ମହିଳା ଜଣଙ୍କ ଲୁଗା ସଫା କରୁଥିବା ବେଳେ ମଟର ସ୍ଵିଚ ଦେବକୁ ଓଦା ହାତ ହୋଇ ଆସିଥିଲେ ବୋଲି ଚର୍ଚ୍ଚା ହେଉଥିବା ବେଳେ ସ୍ୱିଚ ଦେବା କ୍ଷଣି କରେଣ୍ଟ ଲାଗିଥିଲା ମହିଳାଙ୍କ ଦେହରେ। ବହୁତ୍ ସମୟ ପ୍ରାଣ ବଞ୍ଚାଇବାକୁ ଉଦ୍ୟମ ପରେ ମଧ୍ଯ ନିଜକୁ ବଞ୍ଚାଇ ପାରିଲେ ନାହିଁ ମହିଳା।ଯାହା ପାଇଁ ବିଦ୍ୟୁତ୍ ଆଘାତରେ ମହିଳା ଜଣଙ୍କ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି।

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ଭଣ୍ଡାରି ପୋଖରୀ ଥାନା ଅନ୍ତର୍ଗତ ଥଇଳା ଗ୍ରାମରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଲେ ମହିଳା - Bhadrak Rural News