ସୋଲାର ପ୍ରକଳ୍ପକୁ ଉଦ୍ଘାଟନ କଲେ ଜିଲ୍ଲାପାଳଙ୍କ ସମେତ ସାଂସଦ।ଭଦ୍ରକର ପ୍ରତିଷ୍ଠିତ ଶିଳ୍ପପତି ମନୋଜ କୁମାର ରାୟଙ୍କ ଦ୍ଵାରା ମାକ୍ରୋ ୱେବ ଅନୁଷ୍ଠାନ ତରଫରୁ ଏହି ସୋଲାର ପ୍ରକଳ୍ପ ଆଜି ଉଦ୍ଘାଟିତ ହୋଇଯାଇଥିବା ବେଳେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ସାଂସଦ ଅଭିମନ୍ୟୁ ସେଠୀ ପହଞ୍ଚି ଫିତା କାଟି ଏହାକୁ ଉଦ୍ଘାଟନ କରିଥିଲେ। ସରକାରଙ୍କ ସୂର୍ଯ୍ୟଘର ଯୋଜନା ରେ ଲୋକ ମାନେ ବହୁ ଉପକୃତ ପାଇବା ନେଇ କହିଛନ୍ତି ସାଂସଦ