Public App Logo
Jansamasya
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath

ଭଦ୍ରକ ଗ୍ରାମାଞ୍ଚଳ: ପ୍ରଧାନମନ୍ତ୍ରୀଙ୍କ ଙ୍କ ଜନ୍ମ ଦିବସ ଅବସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଧାମରାଇ ମଣ୍ଡଳ ଜାଗୁଳା ହାଇସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ

Bhadrak Rural, Bhadrak | Sep 17, 2025
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ Narendra Modi ଙ୍କ ଜନ୍ମ ଦିବସ ଅବସରରେ। ଭଦ୍ରକ ଲୋକସଭା କ୍ଷେତ୍ର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ, ମା ଧାମରାଇ ମଣ୍ଡଳ ଜାଗୁଳା ପଞ୍ଚାୟତ ଜାଗୁଳା ହାଇସ୍କୁଲ୍ ପ୍ରାଙ୍ଗଣ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଯୋଗଦେଇ । ବୃକ୍ଷରୋପଣ କଲେ ଭଦ୍ରକର ମାନନୀୟ ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ।

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ପ୍ରଧାନମନ୍ତ୍ରୀଙ୍କ ଙ୍କ ଜନ୍ମ ଦିବସ ଅବସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଧାମରାଇ ମଣ୍ଡଳ ଜାଗୁଳା ହାଇସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ - Bhadrak Rural News