Public App Logo
Profile Picture

ଭୋଗରାଇ ଖବର

@sabitagiri934
5396Followers
5Following
ଭୋଗରାଇ: ଉଦୟପୁର-ତାଳସାରି ଝାଉଁ ଜଙ୍ଗଲରେ ବଣଭୋଜି ମନା ,ସୂଚନା ଦେଲେ ବନ ବିଭାଗ
ଭୋଗରାଇ: ଦକ୍ଷିଣ ଭୋଗରାଇରେ ଲାଗିରହିଛି ପାଣି ନିଷ୍କାସନ ସମସ୍ୟା ,ସାହାବାଜିପୁର ଠାରେ ପ୍ରତିକ୍ରିୟା ରଖି ସମାଧାନ ପାଇଁ ଦାବି କଲେ ସରପଞ୍ଚ
ଭୋଗରାଇ: ବିଭିନ୍ନ ଦାବି ନେଇ ଭୋଗରାଇ ବ୍ଲକ ନିକଟରେ ଡିଏସଓ ସହିତ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଭୋଗରାଇ: ଉଦୟପୁର ରେ ସଡ଼କ ଦୁର୍ଘଟଣା, ଘଟଣାର ତଦନ୍ତ ଆରମ୍ଭ କରିଛି ତାଳସାରି ସାମୁଦ୍ରିକ ପୋଲିସ
ଭୋଗରାଇ: ଝାଟିବଣି ହାଇସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ, ଯୋଗ ଦେଲେ ବିଧାୟକ
ଭୋଗରାଇ: ଫୁଲବଣି ହାଇସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ,ଯୋଗ ଦେଲେ ବିଧାୟକ
ଭୋଗରାଇ: ଜଳେଶ୍ବରପୁର ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେଉଥିବା ଦୁଇ ଦିନିଆ ସାଂସଦ ଖେଳ ମହୋତ୍ସବ ଉଦଯାପିତ ,ଯୋଗ ଦେଲେ ବିଡ଼ିଓ
ଭୋଗରାଇ: ମାନକୁଣ୍ଡା ଗ୍ରାମରେ ସାନ ଭାଇର ମାଡ଼ରେ ବଡ଼ ଭାଇ ମୃତ, ପୋଲିସର ତଦନ୍ତ ଜାରି
ଭୋଗରାଇ: ଜଳେଶ୍ବରପୁର ହାଇସ୍କୁଲ ପଡ଼ିଆରେ ସାଂସଦ ଖେଳ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗ ଦେଲେ ବିଡ଼ିଓ
ଭୋଗରାଇ: ଭୋଗରାଇ ବ୍ଲକ ପରିସରରେ ଆଇନ ସଚେତନତା ଶିବିର ଅନୁଷ୍ଠିତ
ଭୋଗରାଇ: ଉଦୟପୁର ନିକଟରୁ ବେଆଇନ ବାଲି ବୋଝେଇ ଡମ୍ପରକୁ ଜବଦ କଲା ତାଳସାରି ସାମୁଦ୍ରିକ ପୋଲିସ
ଭୋଗରାଇ: କୁମ୍ଭୀରଗଡି ସ୍ଥିତ ବାବା ଭୁସେଣ୍ଡେଶ୍ୱର ମନ୍ଦିର ନିକଟରେ ମନ୍ଦିରର ନିର୍ମାଣ ନେଇ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ
ଭୋଗରାଇ: ପାଣିଷଣ୍ଡା ପଞ୍ଚାୟତ ରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ,ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହେଲେ ଶତାଧିକ ଲୋକ
ଭୋଗରାଇ: ଭୋଗରାଇ ବ୍ଲକ ରେ ଯୋଗ ଦେଲେ ନୂତନ ଯୋଗାଣ ଅଧିକାରୀ
ଭୋଗରାଇ: ଭୋଗରାଇ ହାଟରୁ ଲକ ରାସ୍ତାରେ ସଡ଼କ ଦୁର୍ଘଟଣା ,ଜଣେ ମୃତ
ଭୋଗରାଇ: ମହାଗବ ନିକଟରେ ଭାରଶ୍ୟାମ ହରାଇ ପୋଖରୀକୁ ଓଲଟିଲା ଟ୍ରାକ୍ଟର ସହ ଧାନ କଟା ମେସିନ , ଅଳ୍ପକେ ବର୍ତିଲେ ଚାଳକ ଓ ହେଲ୍ପର
ଭୋଗରାଇ: ଚନ୍ଦନେଶ୍ୱର ରେ ୧ ଟଙ୍କିଆ ଓ ୨ ଟଙ୍କିଆ କଏନ ଚଳ ପ୍ରଚାଳ ନେଇ ଗ୍ରାହକ ଦୋକାନୀଙ୍କ ମଧ୍ୟରେ ପାଟିତୁଣ୍ଡ ,ପ୍ରତିକ୍ରିୟା ରଖି ସମାଧାନ ପାଇଁ ଦାବି
ଭୋଗରାଇ: ସାହାବାଜିପୁର ନିକଟରୁ ବେଆଇନ ବାଲି ବୋଝେଇ ଡମ୍ପରକୁ ଜବଦ କଲା ତାଳସାରି ସାମୁଦ୍ରିକ ପୋଲିସ
ଭୋଗରାଇ: ମହେଶପୁର ରେ ପାଣି ପାଇପ ଫାଟି ବାହାରୁଚି ପାଣି, ସ୍ଥିତି ଅନୁଧ୍ୟାନ କଲେ ଭୋଗରାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ
ଭୋଗରାଇ: ଜଳେଶ୍ବରପୁର ହାଇସ୍କୁଲ ରେ ଦକ୍ଷିଣ ଭୋଗରାଇ ଓଷ୍ଟା ପକ୍ଷରୁ ଶିଶୁ ମହୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ
ଭୋଗରାଇ: କାନ୍ଥିଭଉଁରୀ ପଞ୍ଚାୟତ ରେ ପଞ୍ଚାୟତ ବାସୀଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ଭୋଗରାଇ: ଭୋଗରାଇ ବ୍ଳକର ବିଭିନ୍ନ ଦୋକାନରେ ଡ୍ରଗ୍ସ ବିଭାଗ ପକ୍ଷରୁ ଚଢ଼ାଉ ,ଆଗାମୀ ଦିନରେ ଏଭଳି କାର୍ଯ୍ୟ ନକରିବାକୁ କଡ଼ା ନିର୍ଦ୍ଦେଶ ଦେଲା ବିଭାଗ
ଭୋଗରାଇ: ଉଦୟପୁର ନିକଟରୁ ବେଆଇନ ବାଲି ବୋଝେଇ ଡମ୍ପର ଜବଦ କଲେ ତାଳସାରି ସାମୁଦ୍ରିକ ପୋଲିସ
ଭୋଗରାଇ: ସାହାବାଜିପୁର ନିକଟରୁ ୩ ଟି ବେଆଇନ ବାଲି ବୋଝେଇ ଡମ୍ପରକୁ ଜବଦ କଲେ ଭୋଗରାଇ ତହସିଲଦାର
ଭୋଗରାଇ: କିଆଁ ଗଡ଼ିଆ ମଠ ନିକଟରେ ମଦ୍ୟମଙ୍କ ଉନ୍ମତ କାଣ୍ଡ ,ଭାଙ୍ଗିଲେ ଲୋକଙ୍କ ପାଚେରୀ, ଥାନାରେ ଅଭିଯୋଗ,ପୋଲିସର ତଦନ୍ତ ଜାରି