Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଭୋଗରାଇ: ଉଦୟପୁର ନିକଟରୁ ବେଆଇନ ବାଲି ବୋଝେଇ ଡମ୍ପର ଜବଦ କଲେ ତାଳସାରି ସାମୁଦ୍ରିକ ପୋଲିସ

Bhograi, Balasore | Dec 10, 2025
ଭୋଗରାଇ ବ୍ଲକ ଉଦୟପୁର ନିକଟରୁ ବେଆଇନ ବାଲି ବୋଝେଇ ଡମ୍ପର କୁ ଜବଦ କଲେ ତାଳସାରି ସାମୁଦ୍ରିକ ପୋଲିସ । ଦିନକୁ ଦିନ ବେଧଡ଼କ ଭାବେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ହେଉଥିବା ବେଳେ ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛନ୍ତି ।