Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଭୋଗରାଇ: ଉଦୟପୁର ରେ ସଡ଼କ ଦୁର୍ଘଟଣା, ଘଟଣାର ତଦନ୍ତ ଆରମ୍ଭ କରିଛି ତାଳସାରି ସାମୁଦ୍ରିକ ପୋଲିସ

Bhograi, Balasore | Dec 20, 2025
ନିଶାସକ୍ତ ଯୁବକଙ୍କ ଉନ୍ମତ କାଣ୍ଡ । ବାଇକ ଓ ଟୋଟକୁ ଧକ୍କା ଦେଲା ଚାରି ଚକିଆ ଯାନ । ଯୁବକ ଗୁରୁତର । ଘଟଣା ସ୍ଥଳରେ ତାଳସାରି ସାମୁଦ୍ରିକ ପୋଲିସର ତଦନ୍ତ । ଚାରି ଚକିଆ ଯାନ ଓ ବାଇକକୁ ଜବଦ କଲା ପୋଲିସ । ସମସ୍ତ ଯୁବକ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର । ବାଲେଶ୍ୱର ଭୋଗରାଇ ଉଦୟପୁରରେ ଘଟଣା । ଯୁବକ ମାନେ ଉଦୟପୁର ବେଳାଭୂମିକୁ ବୁଲିବାକୁ ଆସିଥିଲେ ।