Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଭୋଗରାଇ: ଭୋଗରାଇ ବ୍ଲକ ରେ ଯୋଗ ଦେଲେ ନୂତନ ଯୋଗାଣ ଅଧିକାରୀ

Bhograi, Balasore | Dec 15, 2025
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରେ ଯୋଗାଣ ବିଭାଗ ରେ ପଦବୀ ଖାଲି ପଡିଥିବା ବେଳେ ହିତାଧିକାରୀ ମାନେ ବିଭିନ୍ନ ସମସ୍ୟାରେ ସମୁଖୀନ ହେଉଥିଲେ । ଆଜି ବ୍ଲକ ରେ ଯୋଗାଣ ବିଭାଗ ରେ ଅଧିକାରୀ ନୂତନ ଭାବେ ଯୋଗ ଦେବା ପରେ ଖୁସିର ଲହରୀ ଖେଳି ଯାଇଛି ।