ଭୋଗରାଇ: ଉଦୟପୁର ନିକଟରୁ ବେଆଇନ ବାଲି ବୋଝେଇ ଡମ୍ପରକୁ ଜବଦ କଲା ତାଳସାରି ସାମୁଦ୍ରିକ ପୋଲିସ
ବାଲେଶ୍ୱର ଭୋଗରାଇ ବ୍ଲକ ଜଳେଶ୍ବର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟରାଜ ପଥ ଦେଇ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ କୁ ଚୋରା ବାଲି ଚାଲାଣ ନେଇ ଅଭିଯୋଗ ହେଇଥିବା ବେଳେ ଅଭିଯୋଗ କୁ ଆଧାର କରି ତାଳସାରି ସାମୁଦ୍ରିକ ପୋଲିସ ପକ୍ଷରୁ ଏକ ଗାଡ଼ି କୁ ଜବଦ କରାଯାଇଛି ।