Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଭୋଗରାଇ: ଦକ୍ଷିଣ ଭୋଗରାଇରେ ଲାଗିରହିଛି ପାଣି ନିଷ୍କାସନ ସମସ୍ୟା ,ସାହାବାଜିପୁର ଠାରେ ପ୍ରତିକ୍ରିୟା ରଖି ସମାଧାନ ପାଇଁ ଦାବି କଲେ ସରପଞ୍ଚ

Bhograi, Balasore | Dec 21, 2025
ଆଜିବି ଚାଷ ଜମିରେ ଆଣ୍ଠୁଏ ପାଣି । ପାଣି ଭିତରୁ ନିଜ ପରିଶ୍ରମର ଫଳ ଖୋଜୁଛନ୍ତି ଚାଷୀ । ଧାନ ଅମଳ ପାଇଁ ନାକେଦମ ହେବାକୁ ପଡୁଛି । ଚାଷ ଜମିରେ ଭେଳା କରି ଉପରକୁ ଆଣୁଛନ୍ତି ପାଚିଲା ଧାନ । ଚାଷ ଆରମ୍ଭ କରିବାରେ ଯେତିକି କଷ୍ଟ ନୁହେଁ ଅମଳ ପାଇଁ ତାହା ଦୁଇଗୁଣା କଷ୍ଟ ହୋଇପଡିଛି । ପାଣିରୁ ପାଚିଲା ଧାନକୁ ଛାଣୀ ସାଇକେଲ ରେ ନେଇ ନିଜ ପରିଶ୍ରମର ଫଳକୁ ସାଉଟୁଛନ୍ତି ଭୋଗରାଇର ଅନେକ ଚାଷୀ । ଆସନ୍ତୁ ଦେଖିବା ବାଲେଶ୍ୱର ଭୋଗରାଇରୁ ଚାଷୀଙ୍କ ଧାନ ଅମଳ କଷ୍ଟର କାହାଣୀ ।