Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଭୋଗରାଇ: କିଆଁ ଗଡ଼ିଆ ମଠ ନିକଟରେ ମଦ୍ୟମଙ୍କ ଉନ୍ମତ କାଣ୍ଡ ,ଭାଙ୍ଗିଲେ ଲୋକଙ୍କ ପାଚେରୀ, ଥାନାରେ ଅଭିଯୋଗ,ପୋଲିସର ତଦନ୍ତ ଜାରି

Bhograi, Balasore | Dec 9, 2025
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ବର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥ କିଆଁ ଗଡ଼ିଆ ମଠ ନିକଟରେ ମଦ୍ୟମ ଯୁବକଙ୍କ ଉନ୍ମତ କାଣ୍ଡ ଦେଖିବାକୁ ମିଳିଛି । ଯୋଉଥିରେ କି ଜୈନିକ ବ୍ୟକ୍ତିଙ୍କ ଘରର ପାଚେରୀ ଭାଙ୍ଗିବା ସହିତ ବିଭିନ୍ନ ଭାଷାରେ ଗାଳି ଗୁଳଜ ନେଇ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣା ତଦନ୍ତ ଆରମ୍ଭ କରିଛି ପୋଲିସ ।