Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଭୋଗରାଇ: ସାହାବାଜିପୁର ନିକଟରୁ ୩ ଟି ବେଆଇନ ବାଲି ବୋଝେଇ ଡମ୍ପରକୁ ଜବଦ କଲେ ଭୋଗରାଇ ତହସିଲଦାର

Bhograi, Balasore | Dec 10, 2025
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ବର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟରାଜପଥ ସାହାବାଜିପୁର ନିକଟରୁ ୩ ଟି ବାଲି ବୋଝେଇ ଡମ୍ପର କୁ ଜବଦ କରିଛନ୍ତି ଭୋଗରାଇ ତହସିଲଦାର । ଏବଂ ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।
ଭୋଗରାଇ: ସାହାବାଜିପୁର ନିକଟରୁ ୩ ଟି ବେଆଇନ ବାଲି ବୋଝେଇ ଡମ୍ପରକୁ ଜବଦ କଲେ ଭୋଗରାଇ ତହସିଲଦାର - Bhograi News