Public App Logo
Jansamasya
News
पुलिस
Bjp
National
Police
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
महिला
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
Uttarakhand
शादी

ଭୋଗରାଇ: ମହାଗବ ନିକଟରେ ଭାରଶ୍ୟାମ ହରାଇ ପୋଖରୀକୁ ଓଲଟିଲା ଟ୍ରାକ୍ଟର ସହ ଧାନ କଟା ମେସିନ , ଅଳ୍ପକେ ବର୍ତିଲେ ଚାଳକ ଓ ହେଲ୍ପର

Bhograi, Balasore | Dec 14, 2025
ଭାରଶ୍ୟାମ ହରାଇ ପୋଖରୀକୁ ଓଲଟିଲା ଟ୍ରାକ୍ଟର ସହ ଧାନ କଟା ମେସିନ । ଅଳ୍ପକେ ବର୍ତିଲେ ଚାଳକ ଓ ହେଲ୍ପର । ଭୋଗରାଇ ମହାଗବ ଠାରେ ଘଟିଛି ଘଟଣା । ଉଦ୍ଧାର କାର୍ଯ୍ୟ ଜାରି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମହାଗବ ନିକଟରେ ଥିବା ଧାନ ବିଲରେ ପାଣି ଜମି ରହିଥିବା ବେଳେ ଚାଷୀ ମାନେ ଧାନ କଟା ମେସିନ ସାହାଯ୍ୟ ରେ ଧାନ କାଟି ସାରିବା ପରେ ମେସିନ ଟିକୁ ନେଇ ରଖିବା ପାଇଁ ଆସୁଥିଲେ ।
ଭୋଗରାଇ: ମହାଗବ ନିକଟରେ ଭାରଶ୍ୟାମ ହରାଇ ପୋଖରୀକୁ ଓଲଟିଲା ଟ୍ରାକ୍ଟର ସହ ଧାନ କଟା ମେସିନ , ଅଳ୍ପକେ ବର୍ତିଲେ ଚାଳକ ଓ ହେଲ୍ପର - Bhograi News