ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକର ବିଭିନ୍ନ ଦୋକାନରେ ଡ୍ରଗ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନିଶା ଦ୍ରଵ୍ୟ ବିକ୍ରି କରାଯାଥିବା ଦୋକାନୀଙ୍କ ଠାରୁ ଫାଇନ ଆଦାୟ କରାଯାଇଛି। ବିଭାଗ ପକ୍ଷରୁ ବିଭିନ୍ନ ଦୋକାନ ଗୁଡିକରେ ଗୁଟଖା,ପାନ ମସଲା ସହ ଅନ୍ୟାନ ନିଶା ଦ୍ରଵ୍ୟ ବିକ୍ରି ନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଏ ନେଇ ଭୋଗରାଇର ମୋଟ ୨୨ ଟି ଦୋକାନରେ ଚଢ଼ାଉ କରାଯାଇ ଫାଇନ ଆଦାୟ କରିଛନ୍ତି।