Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଭୋଗରାଇ: ଉଦୟପୁର-ତାଳସାରି ଝାଉଁ ଜଙ୍ଗଲରେ ବଣଭୋଜି ମନା ,ସୂଚନା ଦେଲେ ବନ ବିଭାଗ

Bhograi, Balasore | Dec 21, 2025
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଉଦୟପୁର ତାଳସାରି ରେ ଚଳିତ ଥର ବଣଭୋଜି ମନା କରାଯାଇଛି । ବନ ବିଭାଗ ପକ୍ଷରୁ ହୋଡ଼ିଂ ଲଗାଯାଇ ସବୁ ଆଡ଼େ ନିର୍ଦ୍ଦେଶ ଦିଆଯାଇଛି । ଯୋଉ ମାନେ ଏଭଳି ନିର୍ଦ୍ଦେଶ ନମାନିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
ଭୋଗରାଇ: ଉଦୟପୁର-ତାଳସାରି ଝାଉଁ ଜଙ୍ଗଲରେ ବଣଭୋଜି ମନା ,ସୂଚନା ଦେଲେ ବନ ବିଭାଗ - Bhograi News