ଭୋଗରାଇ: ଜଳେଶ୍ବରପୁର ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେଉଥିବା ଦୁଇ ଦିନିଆ ସାଂସଦ ଖେଳ ମହୋତ୍ସବ ଉଦଯାପିତ ,ଯୋଗ ଦେଲେ ବିଡ଼ିଓ
ଭୋଗରାଇ ବ୍ଲକ ଜଳେଶ୍ବରପୁର ହାଇସ୍କୁଲ ପଡ଼ିଆରେ ଚାଲିଥିବା ଦୁଇ ଦିନିଆ ସାଂସଦ ଖେଳ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ଭୋଗରାଇ ବିଡ଼ିଓ ପ୍ରଶାନ୍ତ ମହାରଣା ,ବିଜେପି ନେତା ଆଶିଷ ପାତ୍ର ପ୍ରମୁଖ ଯୋଗ ଦେଇ ବିଜେତା ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।