Latest News in Nimapada (Local videos)
ନିମାପଡା: ଏଫ୍ ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣା, ସ୍ଥାନୀୟ ଅଟୋନୋମସ କଲେଜ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶୋଭାଯାତ୍ରା ଅନୁଷ୍ଠିତ
Nimapada, Puri | Jul 16, 2025
santoshbaral67
Follow
Share
Next Videos
ନିମାପଡା: FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ଥାନୀୟ ଦୋଳବେଦୀରେ ବିକ୍ଷୋଭ ପ୍ରଦର୍ଶନ
santoshbaral67
Nimapada, Puri | Jul 15, 2025
ନିମାପଡା: ଅଙ୍ଗାର ପଡ଼ା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଗୁହାଳରୁ ଗର୍ଭଣୀ ଗାଇ ଚୋରୀ ଅଭିଯୋଗ ସିସିଟିଭିରେ ଦୁର୍ବୁତ୍ତଙ୍କ କାରନାମା ପୁଲିସର ତଦନ୍ତ ଜାରି
santoshbaral67
Nimapada, Puri | Jul 14, 2025
ନିମାପଡା: ବିଲ ଗୋରଡ଼ା ଗ୍ରାମରେ ଦୋକାନ କବାଟ ଭାଙ୍ଗି ଗ୍ରସରୀ ସାମଗ୍ରୀ ଚୋରୀ ଅଭିଯୋଗ, ପୋଲିସର ତଦନ୍ତ ଜାରି
santoshbaral67
Nimapada, Puri | Jul 13, 2025
ନିମାପଡା: ଚାରିଛକ ଥାନା ଅଳକୁଣ୍ଡ ବଜାରରୁ ପିକଅପ ଭ୍ୟାନ ଚୋରି ମାମଲା, ୨ ଅଭିଯୁକ୍ତଙ୍କୁ କରାଗଲା କୋର୍ଟଚାଲାଣ
santoshbaral67
Nimapada, Puri | Jul 11, 2025
ନିମାପଡା: ଶିକ୍ଷକ ବଦଳିକୁ କେନ୍ଦ୍ରକରି ଖଣ୍ଡାୟତ ପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମ୍ନାରେ ଅଭି ଭାବକ ମାନଙ୍କ ପକ୍ଷରୁ ଧାରଣା
santoshbaral67
Nimapada, Puri | Jul 10, 2025
ନିମାପଡା: ଆସନ୍ତା କାଲି ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅଂଚଳର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ କାଟ କରାଯିବା ନେଇ ଟାଟା ପାୱାର ପକ୍ଷରୁ ସୂଚନା
santoshbaral67
Nimapada, Puri | Jul 9, 2025
ନିମାପଡା: ଜନ୍ମଦିନ ପାଳି ଘରକୁ ଫେରିବା ବେଳେ ସ୍ଥାନୀୟ ଓମଫେଡ ଛକରେ ଅଜଣା ଗାଡ଼ି ଧକ୍କାର ଯୁବକ ମୃତ
santoshbaral67
Nimapada, Puri | Jul 8, 2025
ନିମାପଡା: ବାଜିଆ ପତି ଛକରେ ପୋଲିସର ଚଢାଉ, ବାଲି ବୋଝେଇ ହାଇୱା ଜବତ ଓ ଥାନାରେ ମାମଲା ରୁଜୁ ସହ ଚାଳକ ଅଟକ
santoshbaral67
Nimapada, Puri | Jul 7, 2025
ନିମାପଡା: ଚାରିଛକ ଥାନା ଆମ୍ପର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ଚୋରୀ ମାମଲା, ୪ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ
santoshbaral67
Nimapada, Puri | Jul 6, 2025
ନିମାପଡା: କାଜିପାଟଣା ଗ୍ରାମର ଗୋପୀନାଥ ଦେବଙ୍କ ନୁତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ 'ଯୋଗଦେଲେ ରାଜ୍ୟ ବିଜେପି ମୁଖପାତ୍ର
santoshbaral67
Nimapada, Puri | Jul 5, 2025
ନିମାପଡା: ସର୍ବାପଡ଼ା ଛକରେ ଯୁବକଙ୍କ ଠାରୁ ଟଙ୍କା, ମୋବାଇଲ ଓ ବାଇକ୍ ଲୁଟ୍ ଅଭିଯୋଗ, ପୋଲିସର ତଦନ୍ତ ଜାରି
santoshbaral67
Nimapada, Puri | Jul 4, 2025
ନିମାପଡା: ପୌର ପରିଷଦ କାର୍ଯ୍ୟାଳୟ ଘେରିଲା ସ୍ଥାନୀୟ ଠିକାଦାର ମହାସଂଘ, ପ୍ରତିକ୍ରିୟା ରଖିଲେ କାର୍ଯ୍ଯ ନିର୍ବାହୀ ଅଧିକାରୀ
santoshbaral67
Nimapada, Puri | Jul 3, 2025
ନିମାପଡା: କାକଟପୁର ସାଇ ହସ୍ପିଟାଲ ନିକଟରେ ଅବକାରୀ ପୋଲିସ ପକ୍ଷରୁ ଚଢାଉ, ବ୍ରାଉନ ସୁଗାର ଜବତ ଓ ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ
santoshbaral67
Nimapada, Puri | Jul 2, 2025
ନିମାପଡା: ଭାର୍ଗବୀ ନଦୀର ଗୋପୀନାଥ ପୁର ଓ ଦକ୍ଷିଣ ରାଡସ ଠାରେ ବେଆଇନ ବାଲି ଘାଟକୁ ବନ୍ଦ କଲା ଖଣି ବିଭାଗ
santoshbaral67
Nimapada, Puri | Jul 1, 2025
ନିମାପଡା: ବିବାଦୀୟ ଜାଗାରେ ଚାଷ କରିବାକୁ କେନ୍ଦ୍ରକରି ନାକ ଢିଅ ଗ୍ରାମରେ ମା, ଝିଅଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ମାମଲା ରୁଜୁ
santoshbaral67
Nimapada, Puri | Jun 30, 2025
ନିମାପଡା: ସ୍ଥାନୀୟ ପୌର ପରିଷଦର ଜଇନାବାଦ ମଲ୍ଲିକ ସାହିରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତର ସିଧାପ୍ରସାରଣ
santoshbaral67
Nimapada, Puri | Jun 29, 2025
ନିମାପଡା: ପାଟପୁର ଗ୍ରାମରେ ବାଇକରେ ଯାଉଥିବା ୨ ଭାଇଙ୍କୁ ଗାଡ଼ି ଧକ୍କା ଦେଇ ସୁନା ଚେନ ଓ ଟଙ୍କା ଲୁଟ ଅଭିଯୋଗ, ଥାନାରେ ମାମଲା ରୁଜୁ
santoshbaral67
Nimapada, Puri | Jun 27, 2025
ନିମାପଡା: ବିଷ୍ଣୁପୁର ଗ୍ରାମର ସିଦ୍ଧେଶ୍ବର ମହାଦେବ ମନ୍ଦିରର ଉନ୍ନତି କରଣ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ରାଜ୍ୟ ବିଜେପି ମୁଖପାତ୍ର
santoshbaral67
Nimapada, Puri | Jun 26, 2025
ନିମାପଡା: ମହିଳାଙ୍କ ପ୍ରତି ନିର୍ଯାତନା ବୃଦ୍ଧି ପ୍ରତିବାଦରେ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବିକ୍ଷୋଭ
santoshbaral67
Nimapada, Puri | Jun 25, 2025
ନିମାପଡା: ଭାର୍ଗବୀ ନଦୀର ଗୋପିନାଥ ପୁର ଠାରେ ବେଆଇନ ବାଲି ଘାଟରେ ମାଇନ୍ସ ବିଭାଗର ଚଢ଼ାଉ, ଜେସିବି ଓ ଟ୍ରାକ୍ଟର ଜବତ
santoshbaral67
Nimapada, Puri | Jun 24, 2025
ନିମାପଡା: କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣା ବସ ସେବା ଦାବିରେ ଅଖିଳ ଭାରତୀୟ ଛାତ୍ର ସଂଗଠନ ପକ୍ଷରୁ ବ୍ଲକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ
santoshbaral67
Nimapada, Puri | Jun 23, 2025
ନିମାପଡା: ଶାଳଜଙ୍ଗ ମଠ ଠାରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଗ୍ରସ୍ତ, ଗୁରୁତର ଚାଳକ ମେଡ଼ିକାଲରେ ଭର୍ତ୍ତି
santoshbaral67
Nimapada, Puri | Jun 22, 2025
ନିମାପଡା: ସ୍ଥାନୀୟ ବାରବାଟି ପଡିଆରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ପ୍ରତିକ୍ରିୟା ରଖିଲେ ମଣ୍ଡଳ ଉନ୍ନୟନ ଅଧିକାରୀ
santoshbaral67
Nimapada, Puri | Jun 21, 2025
ନିମାପଡା: ବଳଙ୍ଗା ବିଜୁ କଲ୍ୟାଣ ମଣ୍ଡପ ସାମ୍ନାରେ ପାନ ଦୋକାନରେ ପୋଲିସର ଚଢ଼ାଉ, ବିଦେଶୀ ମଦ ଜବତ ସହ ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ
santoshbaral67
Nimapada, Puri | Jun 20, 2025
Load More
Contact Us
Your browser does not support JavaScript!