ରାୟଗଡା: ରାୟଗଡା ମହିଳା ମହାବିଦ୍ୟାଳୟ ନିର୍ବାଚନ: ବିଜୟୀ ABVP ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ କାଳୀରାମ ମାଝୀ
ରାୟଗଡା ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦ ନିର୍ବାଚନରେ ABVP ସମର୍ଥିତ ପ୍ରାର୍ଥୀଙ୍କ ବିଜୟ। ବରିଷ୍ଠ ବିଜେପି ନେତା କାଳୀରାମ ମାଝୀ ନବ ନିର୍ବାଚିତ ନେତ୍ରୀଙ୍କୁ ମିଠା ଖୁଆଇ ଜଣାଇଲେ ଶୁଭେଚ୍ଛା।