କାଶୀନଗର: କାଶୀନଗର ଶ୍ରୀରାମ କଲେଜରେ 8 ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ, ନବନିର୍ବାଚିତଙ୍କ ଶପଥ
କାଶୀନଗର ସ୍ଥିତ ଶ୍ରୀରାମ ସ୍ନାତକ ମହାବିଦ୍ୟାଳୟରେ 8 ବର୍ଷ ପରେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହେଲା ଛାତ୍ର ସଂସଦ ନିର୍ବାଚନ 2026। ନବନିର୍ବାଚିତ ପ୍ରତିନିଧିମାନେ କଲେଜର ବିକାଶ ଓ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ପାଇଁ ନେଲେ ଶପଥ।