ରାୟଗଡା: ରାୟଗଡ଼ାର ବୀର ସହିଦ ଯବାନ ଭି. ତେଜାଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ
ରାୟଗଡ଼ାରେ ସହିଦ ଯବାନ ଭି. ତେଜାଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ କାଡ୍ରାକା ଆପଲସ୍ବାମୀ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସହିଦଙ୍କ ଭାଇ ଅଙ୍ଗଦାନ ସମ୍ପର୍କରେ କ'ଣ କହିଲେ ଜାଣନ୍ତୁ।