ଗୁରଣ୍ଡି: ଗଜପତି: ଡାକ୍ତର ନଥିବାରୁ ଗାଈର ମୃତ୍ୟୁ, ଉପଲଡ଼ାରେ ରାସ୍ତା ରୋକ
ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଉପଲଡ଼ାରେ ପଶୁ ଡାକ୍ତରଙ୍କ ଅନୁପସ୍ଥିତିରେ ଗାଈର ମୃତ୍ୟୁକୁ ନେଇ ଉତ୍ତେଜନା। ଚାଷୀଙ୍କ ରାସ୍ତା ଅବରୋଧ ଯୋଗୁଁ ପ୍ରାୟ ଏକ ଘଣ୍ଟା ଧରି ଗମନାଗମନ ବାଧାପ୍ରାପ୍ତ ହୋଇଥିଲା। ପ୍ରଶାସନିକ ପ୍ରତିଶୃତି ପରେ ରାସ୍ତା ରୋକ ହଟିଲା।