ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ପେଲେସ୍ ରୋଡ୍ରୁ ଦିନଦ୍ୱିପ୍ରହରେ ବାଇକ୍ ଚୋରି: ପୁଲିସର ଉଦ୍ୟମ ଜାରି
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପେଲେସ୍ ରୋଡ୍ରୁ ଦିନଦ୍ୱିପ୍ରହରେ ବାଇକ୍ ଚୋରି ହୋଇଛି। ସିସିଟିଭି ଫୁଟେଜ୍ ସହାୟତାରେ ପୁଲିସ ଚୋରି ବାଇକ୍ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ଖୋଜାଖୋଜି ଜାରି ରଖିଛି।