ଗୁରଣ୍ଡି: ଗଜପତିରେ ବର୍ଷା ଅଭାବ: ଫାଟିଲା ଚାଷଜମି, ଚିନ୍ତାରେ ଚାଷୀ
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ବର୍ଷା ଅଭାବରୁ ଚାଷଜମି ଶୁଖି ଫାଟି ଆଁ କଲାଣି। ଧାନ ଅମଳ ସମୟରେ ବର୍ଷା ନହେବାରୁ ଚାଷୀ ହରାଇଛନ୍ତି ନିଦ। ଧାରକରଜ କରି କରିଥିବା ଚାଷ କୁ ବଞ୍ଚାଇବା ପାଇଁ ଏବେ ପମ୍ପ ମାଧ୍ୟମରେ ଜମିକୁ ପାଣି ଦେଉଛନ୍ତି ଚାଷୀ।