ପାରଳାଖେମୁଣ୍ଡି: ଗଜପତିରେ ହୋମ୍ଷ୍ଟେ ଯୋଜନା: ମିଳିବ 10 ଲକ୍ଷ ଟଙ୍କା ସବ୍ସିଡି
ଗଜପତି ଜିଲ୍ଲାରେ ପର୍ଯ୍ୟଟନ ଓ ଆତ୍ମନିଯୁକ୍ତି ବୃଦ୍ଧି ପାଇଁ ସରକାରଙ୍କ ହୋମ୍ଷ୍ଟେ ଯୋଜନା। ଜିରାଙ୍ଗ, ଲବାରସିଂ ଓ କଇଁପୁର ବାସିନ୍ଦା ପାଇପାରିବେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍ସିଡି। ଆବେଦନ ପାଇଁ https://gohomestay.odisha.gov.in ପୋର୍ଟାଲ୍ ଦେଖନ୍ତୁ।