ଆନନ୍ଦପୁର: ଆନନ୍ଦପୁର ବଡଦାଣ୍ଡ ଠାରେ ବାଇକ ରୁ ପଡି ଜଣେ ଗୁରୁତର ମେଡିକାଲ ରେ ଭର୍ତ୍ତୀ
ବାଇକ ରୁ ପଡି ଜଣେ ଗୁରୁତର ମେଡିକାଲ ରେ ଭର୍ତ୍ତୀ ଆଜି ରାତି 8ଟା 30ମିନିଟ ସମୟରେ ଆନନ୍ଦପୁର ବଡଦାଣ୍ଡ ଠାରେ ବାଇକ ରୁ ପଡି ଜଣେ ଗୁରୁତର ହୋଇଥିବା ବେଳେ ତାକୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତୀ କରାଯାଇଛି