Public App Logo
Profile Picture

Khabar Anandpur

@babanarayansahoo
197089Followers
24Following
ଆନନ୍ଦପୁର: ଦରଖୋଳା ନିକଟରେ ବାଇକରୁ ପଡି ଦୁଇ ଗୁରୁତର, ମେଡିକାଲରେ ଭର୍ତ୍ତି
ଆନନ୍ଦପୁର: ପଦ୍ମପୁର ଗ୍ରାମବାସୀ ଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ବିରୋଧ କରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ  ନିକଟରେ ଉତ୍ତେଜନା
ଆନନ୍ଦପୁର: ଆନନ୍ଦପୁର ବଡଦାଣ୍ଡ ଠାରେ ବାଇକ ରୁ ପଡି ଜଣେ ଗୁରୁତର ମେଡିକାଲ ରେ ଭର୍ତ୍ତୀ
ଆନନ୍ଦପୁର: ନଟିଆ ଗ୍ରାମରେ ପିଇବା ପାଣି ସମସ୍ୟା ନଳକୂପ ବସାଇବା ପାଇଁ ଦାବି <nis:link nis:type=tag nis:id=janasamasya nis:value=janasamasya nis:enabled=true nis:link/>
ଆନନ୍ଦପୁର: ବାରିଗାଁ ନିକଟରେ ଅଟୋକୁ ଧକ୍କା ଦେଲା ହାଇୱା, ୩ ମହିଳା ଗୁରୁତର ଓ ୪ ଜଣ ଆହତ; ୩ ଜଣଙ୍କୁ କଟକ ମେଡିକାଲ ସ୍ଥାନାନ୍ତର
ଆନନ୍ଦପୁର: ସୁନ୍ଦରାପାଳ ଗାଁରେ ବିଷାକ୍ତ ସାପ କାମୁଡାରେ ଜଣେ ନାବାଳକ ମୃତ
ଆନନ୍ଦପୁର: ଦୈତାରୀ ଅଞ୍ଚଳରେ ମାଓବାଦୀ ଥିବା ମିଛ ପ୍ରଚାର ଘଟଣା, 4 ଜଣ ବନ ବିଭାଗ କର୍ମଚାରୀ ସମ୍ପୃକ୍ତ ନେଇ ତତନ୍ତ କଲା ଆନନ୍ଦପୁର ବନ ବିଭାଗ
ଆନନ୍ଦପୁର: ଫକୀରପୁର ହତ୍ୟା ଘଟଣା, ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୋଲିସ
ଆନନ୍ଦପୁର: ବୀରଗୋବିନ୍ଦପୁର ଗାଁର ବେଣୁଧର ମାଝୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
ଆନନ୍ଦପୁର: କଣ୍ଟିପାଳ ଗ୍ରାମରେ ଛାତରୁ ପଡି ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
ଆନନ୍ଦପୁର: ମାର୍ଶାପାଳ ନିକଟରେ ବାଇକରୁ ପଡି ଜଣେ ଗୁରୁତର ଓ ଜଣେ ଆହତ, ମେଡିକାଲରେ ଭର୍ତ୍ତି
ଆନନ୍ଦପୁର: ଆନନ୍ଦପୁର ସିନେମା ହଲ ଛକ ନିକଟରେ ଥିବା ତାରିଣି ମେସ ରୁ ଜଣେ ଛାତ୍ରୀ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ପୋଲିସ ର ତଦନ୍ତ ଆରମ୍ଭ
ଆନନ୍ଦପୁର: ହଦଗଡ଼ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ଵାରା ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ
ଆନନ୍ଦପୁର: ଗୋହିରା ନିକଟରେ ବାଇକରୁ ପଡି ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
ଆନନ୍ଦପୁର: ଦରଖୋଳା ନିକଟରେ ବାଇକରୁ ପଡି ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି
ଆନନ୍ଦପୁର: ମାର୍ଶାପାଳ ନିକଟରେ ବାଇକ ଧକ୍କାରେ ବୃଦ୍ଧ ଗୁରୁତର, ମେଡିକାଲରେ ଭର୍ତ୍ତି
ଆନନ୍ଦପୁର: ସୁଆପୁର ନିକଟରେ ବାଇକରୁ ପଡି ଶିଶୁ କନ୍ୟା ଗୁରୁତର, ମହିଳା ଆହତ
ଆନନ୍ଦପୁର: ପୁରୀରେ ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା, ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କାର୍ଯ୍ୟାଳୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଆନନ୍ଦପୁର: ସୁଡୁସୁଡ଼ିଆ ନିକଟରେ ବାଇକରୁ ଜଣେ ପଡି ବୃଦ୍ଧ ଗୁରୁତର, ମେଡିକାଲରେ ଭର୍ତ୍ତି
ଆନନ୍ଦପୁର: ସରେଇଁ ନିକଟରୁ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବଦ
ଆନନ୍ଦପୁର: ଶାଳପଡା ନିକଟରେ ବାଇକରୁ ପଡି ଜର୍ଦ୍ଦା ଗାଁର ମହିଳା ମୃତ
ଆନନ୍ଦପୁର: ପଦ୍ମପୁର ନିକଟରେ ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି
ଆନନ୍ଦପୁର: କଣ୍ଟିପାଳ ଗ୍ରାମରେ କରେଣ୍ଟ ଲାଗି ରବୀନ୍ଦ୍ର ପାତ୍ରଙ୍କ ମୃତ୍ୟୁ
ଆନନ୍ଦପୁର: ଗୋହିରା ନିକଟରେ ବାଇକ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
ଆନନ୍ଦପୁର: ଉପଜିଲ୍ଲାପାଳଙ୍କ ସଭାଗୃହରେ ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ