ଆଜି ବିଶ୍ୱ ହିନ୍ଦୁ ପରିଷଦ ଓ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଦୀର୍ଘ ୩୦ ବର୍ଷ ଧରି ଚାଲିଆସୁଥିବା ଆନ୍ଦୋଳନର ପୁନଃ ଧାରଣା ଦିଆଯାଇଛି। ପ୍ରତ୍ୟେକ ଶନିବାର କୋଣାର୍କ ସୂର୍ଯ୍ୟମନ୍ଦିରର ପ୍ରବେଶ ଶୁଳ୍କ ଛାଡ଼ କରିବା ଓ ଭବ୍ୟ ନବଗ୍ରହ ମନ୍ଦିରର ପୁନଃନିର୍ମାଣ କରିବା ସମିତି ପକ୍ଷରୁ ଦାବି କରାଯାଇଛି।