ରାୟଗଡା: ରାୟଗଡ଼ାରେ ଏଚ୍ ଡି ଏଫ୍ ସି ବ୍ୟାଙ୍କର ନୂତନ ଶାଖା ଉଦ୍ଘାଟିତ
ରାୟଗଡ଼ାରେ ଏଚ୍ ଡି ଏଫ୍ ସି ବ୍ୟାଙ୍କର ନୂତନ ଶାଖା ଉଦ୍ଘାଟିତ ହୋଇଛି। କୋରାପୁଟ ସାଂସଦ ସପ୍ତଗିରି ଉଲାକା, ରାୟଗଡ଼ା ବିଧାୟକ କାଡ୍ରାକା ଏବଂ ପୂଜା ଉଲାକା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଶାଖା ସ୍ଥାନୀୟ ଲୋକଙ୍କୁ ଉନ୍ନତ ବ୍ୟାଙ୍କିଂ ସେବା ଯୋଗାଇବ।